ଅପରାଧ
-
ଓଡ଼ିଶାରେ ମିଳୁଥିବା ୨୦% ମସଲା ଖାଇବା ଅନୁପଯୋଗୀ: ମସଲାରେ ଏଥିଲିନ୍ ଅକ୍ସାଇଡ୍ ଜାଣିବା ପାଇଁ ଧାର୍ଯ୍ୟ ହୋଇନି ମାନଦଣ୍ଡ – Kalinga News
[ad_1] ଓଡ଼ିଶାରେ ମିଳୁଥିବା ୨୦% ମସଲା ଖାଇବା ଅନୁପଯୋଗୀ: ମସଲାରେ ଏଥିଲିନ୍ ଅକ୍ସାଇଡ୍ ଜାଣିବା ପାଇଁ ଧାର୍ଯ୍ୟ ହୋଇନି ମାନଦଣ୍ଡ – Sambad [ad_2]
Read More » -
ନୟାଗଡ଼ରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା: ୪ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର – Kalinga News
[ad_1] ନୟାଗଡ଼: ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଗତକାଲି ନୟାଗଡ଼ ବ୍ଲକ୍ ଅଧୀନ ନୋତ୍ତର ପଞ୍ଚାୟତ ବଉଳିସାହିରେ ୪…
Read More » -
ଜାଲ୍ ବିଲ୍ରେ ହରିଲୁଟ୍ ମାମଲା: ଫେରାର୍ ଭିଏଲ୍ଡବ୍ଲ୍ୟୁ ଗିରଫ – Kalinga News
[ad_1] ୩ବର୍ଷ ଜେଲ୍, ୨୦ ହଜାର ଜରିମାନା new indian express ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଉନ୍ନୟନମୂଳକ କାମରେ ଜାଲ୍ ବିଲ୍ କରି ଲକ୍ଷାଧିକ…
Read More » -
ହୁଣ୍ଡାଇ ସେବା କେନ୍ଦ୍ରର କର୍ମଚାରୀ ନାବାଳିକାଙ୍କ ଗୁପ୍ତାଙ୍ଗରେ ଫୁଟାଇଲେ ପ୍ରେସର ଗନ୍ – Kalinga News
[ad_1] ଲକ୍ଷ୍ମୌ: ରାଜଧାନୀ ଲକ୍ଷ୍ମୌର ହୁସେନଗଞ୍ଜ ଅଞ୍ଚଳସ୍ଥ ଉଦୟଗଞ୍ଜରେ ଅବସ୍ଥିତ ହୁଣ୍ଡାଇ ସେବା କେନ୍ଦ୍ରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି କେନ୍ଦ୍ରରେ କାମ କରୁଥିବା…
Read More » -
ସର୍ପ ଦଂଶନରେ ମୃତ ଯୁବକଙ୍କୁ ଗଙ୍ଗା ନଦୀରେ ଓଲଟା ଟଙ୍ଗା ଯାଇଥିଲା – Kalinga News
[ad_1] ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସର୍ପ ଦଂଶନ ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଯୁବକଙ୍କୁ ଜୀବିତ…
Read More » -
୧୧୭ କ୍ଵିଣ୍ଟାଲ ମହୁଲ ଜବତ: ଜଣେ ଅଭିଯୁକ୍ତ ଗିରଫ – Kalinga News
[ad_1] ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି। ସଧାରଣ ନିର୍ବାଚନ-୨୪କୁ ଦୃଷ୍ଟିରେ ରଖି ଓଡ଼ିଶା ଅବକାରୀ ଆୟୁକ୍ତ ନରସିଂହ ଭୋଳ…
Read More » -
ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର୍: ସନ୍ଦେହଜନକ ବାର୍ତ୍ତା ପ୍ରେରଣକାରୀଙ୍କ ଆକାଉଣ୍ଟ୍ ହେବ ବ୍ଲକ୍ – Kalinga News
[ad_1] Chatalog ମୁମ୍ବାଇ: ବର୍ତ୍ତମାନ ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ସମସ୍ତଙ୍କର ଜରୁରୀ ଆପ୍ ପାଲଟିଯାଇଛି । ଏହି ଆପ୍ ବିନା ଗୋଟିଏ ଦିନ ବିତାଇବା ବି…
Read More » -
ସେକ୍ସ ଟେପ୍ ମାମଲାରେ ପ୍ରଜ୍ୱଳଙ୍କୁ ଧରିବାକୁ ଅନ୍ତର୍ଜାତୀୟ ଲୁକ୍ଆଉଟ୍ ନୋଟିସ୍ ଜାରି – Kalinga News
[ad_1] ନୂଆଦିଲ୍ଲୀ: ଜେଡି (ଏସ) ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନା ଅଶ୍ଳୀଳ ଭିଡିଓ ମାମଲାରେ ଛନ୍ଦି ହେବା ପରେ କେଉଁଆଡ଼େ ଫେରାର୍ ଅଛନ୍ତି। ଏହି ମାମଲାର ତଦନ୍ତ…
Read More » -
ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍: ସ୍ତ୍ରୀଙ୍କର ମୃତ୍ୟୁ, ସ୍ବାମୀ ଗୁରୁତର – Kalinga News
[ad_1] କଟକ: ଗୁରୁବାର କଟକର ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଦମ୍ପତିଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।…
Read More » -
ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା – Kalinga News
[ad_1] ସୁନ୍ଦରଗଡ଼: ପାରିବାରିକ କଳହର ଉଗ୍ର ରୂପ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ମାମୁକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା…
Read More »