ପ୍ରତି ଦିନ ନିଜ ଖାଦ୍ୟ ରେ ଏହି ୫ ଟି ଜିନିଷ ନିଶ୍ଚିନ୍ତ ସାମିଲ କରନ୍ତୁ, କ୍ୟାନ୍ସର ଭଳି ବଡ ରୋଗ ଆପଣଙ୍କ ଠାରୁ ଦୂର ହୋଇ ରହିବ

କ୍ୟାନ୍ସର ଗୋଟେ ଏମିତିକା ରୋଗ ଯାହା ଦ୍ଵାରା ବହୁତ ଲୋକଙ୍କ ଜୀବନ ଯାଇଛି, ଆଜି ପର୍ଯ୍ୟନ୍ତ ଏହାକୁ ପୂର୍ଣ ରୂପରେ ଭଲ କରା ଯାଇ ପାରି ନାହିଁ, କିନ୍ତୁ ଏହା ଦୁନିଆରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, କ୍ୟାନ୍ସର ପାଇଁ କେମୋଥେରେପି ବହୁତ ଭଲ ଚିକିତ୍ସା କରି ଥାଏ ଯାହା ଫଳରେ କ୍ୟାନ୍ସର ବହୁତ ଭଲ ହୋଇ ଯାଏ କିନ୍ତୁ ଏହା ବହୁତ ମହଙ୍ଗା ହୋଇ ଥାଏ । କିନ୍ତୁ ଏଯାଏଁ ମେଡିକାଲ ସାଇନ୍ସ କ୍ୟାନ୍ସରରୁ ବଞ୍ଚିବା ପାଇଁ ଔଷଧ ଉପରେ ମୂହର ଲଗେଇ ନାହାନ୍ତି, କ୍ୟାନ୍ସର ଗୋଟେ ଏମିତିକା ରୋଗ ଯାହା କାହାକୁ ବି କେବେ ବି ହୋଇ ପାରେ ।

– ହଳଦୀ :
– ଅଦା :
ଅଦା ମଧ୍ୟ ସମସ୍ତଙ୍କ ଘରେ ସହଜ ରେ ପାଇ ଯିବେ, ତାଜା ଅଦା ରେ କ୍ୟାନ୍ସର କୋଷିକାମାନଙ୍କ ଠାରୁ ଲଢିବା ପାଇଁ କିଛି ବିଶେଷ ଗୁଣ ହୋଇ ଥାଏ । ଅଦା କିମୋଥେରେପି ବା ରେଡିଓଥେରେପି ଦ୍ଵାରା ହାଉଥିବା ଅସୁବିଧା ରେ ମଧ୍ୟ କାମ ଦେଇ ଥାଏ ।
– ରସୁଣ :
ରିସର୍ଚ ଅନୁଯାଇ ଯଦି ଆପଣ ପ୍ରତି ଦିନ କିଛି ମାତ୍ରା ରେ ରସୁଣ ସେବନ କରୁଛନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ହବାର ଚାନ୍ସ ୮୦% କମି ଯାଇ ଥାଏ । ରସୁଣ ଓ ପିଆଜ ରେ ଥିବା ପୋଷ୍ଟିକ ତତ୍ଵ କ୍ୟାନ୍ସର ଜୀବାଣୁ କୁ ଶରୀର ଭିତରେ ମାରି ଦେଇ ଥାଏ ।
– ଅଁଳା :
ଅଁଳା ରେ ଏନ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରା ରେ ରହି ଥାଏ, ଏହା ଶରୀର ରେ କାର୍ସିନୋଜେନିକ କୋଶିକାକୁ ବଢିବାରୁ ଅଟକେଇ ଥାଏ । ବିଟାମିନ ସି ଦ୍ଵାରା ପରି ପୂର୍ଣ ଅଁଳା ବହୁତ ଚମତ୍କାରୀ ଜିନିଷ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।