ମାତ୍ର ୨ଟଙ୍କା ର ଏହି ଜିନିଷ ଆପଣଙ୍କ ଘରୁ ସଫା କରିଦେବ ମଶାଙ୍କୁ, ଜାଣନ୍ତୁ ଏହାର ପ୍ରୟୋଗ

ଆମେ ସମସ୍ତେ ଏହା ଜାଣିଛୁ ଯେ ଏହି ଦିନ ରେ ମଶା ବହୁତ ହଇରାଣ କରି ଥାନ୍ତି ଓ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଥଣ୍ଡା ଦିନ ଓ ଗରମ ଦିନରେ ମଶା ବହୁତ ହୋଇ ଥାନ୍ତି । ଆମ ସମସ୍ତଙ୍କ ମଧ୍ୟରୁ ଏମିତି ବହୁତ ଲୋକ ଥିବେ ଯାହା ନିଦ ମଶା ମାନଙ୍କ ପାଇଁ କେବେ ନା କେବେ ଭାଙ୍ଗି ଥିବ, ଏହା ପୂର୍ଣ ରୂପରେ ସତ କଥା ଯେ ଗରମ ଦିନରେ ମଶା ତାଙ୍କ ଜନସଂଖ୍ୟା ବଢେଇ ଥାନ୍ତି । ପ୍ରତେକ ଜାଗାରେ ମଶା ସବୁ ଲୋକଙ୍କୁ ହଇରାଣ କରି ଥାନ୍ତି ସେ ଗ୍ରାମୀଣ ଜାଗା ହେଉ ବା ସହରୀ ଜାଗା ସବୁ ଜାଗାରେ ମଶା ଲୋକଙ୍କୁ ହଇରାଣ କରି ଥାନ୍ତି ଓ ବହୁତ ପ୍ରକାର ଭୟଙ୍କର ରୋଗ ମଧ୍ୟ ଦେଇ ଥାନ୍ତି ।



କିନ୍ତୁ ଆଜି ଆମେ ଯାହା ବିଷୟରେ କଥା ହଉଛୁ ତାହା ଆୟୁର୍ବେଦ ଦ୍ଵାରା ପରୀକ୍ଷା କରା ଯାଇଛି ଏବଂ ଆପଣ ମାନେ ମଧ୍ୟ ଜାଣି ଥିବେ ଯେ କର୍ପୁର ବହୁତ ଭଲ କାମ କରି ଥାଏ ଏବଂ ଏହାର ଖରାପ ପ୍ରଭାବ ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ହୁଏ ନାହିଁ, ତେବେ ଯଦି ଆପଣ ତେଜପତ୍ର ଉପରେ କର୍ପୁର ରଖି ଜଳାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘର ମଧ୍ୟ ସୁଗନ୍ଧିତ ହବ ଓ ମଶାମାନେ ମଧ୍ୟ ଆପଣଙ୍କ ଘରେ ପସିବେ ନାହିଁ, ଏହି ଉପାୟକୁ ଠାରେ ଘରେ ନିଶ୍ଚିନ୍ତ ଅଭ୍ୟାସ କରନ୍ତୁ ।




