ସବୁଦିନେ ସେକ୍ସ ଅକ୍ଟିଭ ରହିବା ଫଳରେ ଶରୀର ଉପରେ ଏହାର କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା। ଏକ ସର୍ଭେ ଅନୁସାରେ ସବୁଦିନ ସେକ୍ସ କରିବା ଫଳରେ ହାର୍ଟ୍ ନିରୋଗ ରହେ ଓ ଟେନସନ ଦୂର ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଏପରିକି ସେକ୍ସ କଲେ ଶରୀରର ରକ୍ତ ସଞ୍ଚାଳ ମଧ୍ୟ ଭଲ ହୋଇଥାଏ ଫଳରେ ରକ୍ତ ସ୍ୱଚ୍ଛ ହେବା ସହିତ ଶରୀର ଭଲ ରହେ। କିଛି ଡକ୍ଟର ଙ୍କ କହିବା ଅନୁସାରେ ସେକ୍ସ କଲେ ମହିଳାମାନେ ଅଧିକ ସୁନ୍ଦର୍ ମଧ୍ୟ ଦଖା ଯାଆନ୍ତି, କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ ସେକ୍ସ କଲେ ମହିଳାମାନେ ମୋଟି ହୋଇଯାଆନ୍ତି କଣ ସତରେ ସେକ୍ସ କଲେ ମହିଳା ମାନେ ମୋଟି ହୋଇଯାଆନ୍ତି କି, ଆସନ୍ତୁ ଜାଣିବା। ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ସେକ୍ସ କରିବା ଦ୍ୱାରା ମହିଳାମାନେ ମୋଟୀ ଯୁଆନ୍ତି ନାହିଁ, ଲୋକ ମାନଙ୍କ ମନରେ ପୁରୁଣା ଧାରଣା ଅଛି ଯେ ସେକ୍ସ କଲେ ସ୍ତନ ଓ ହିପ୍ ରେ ଚର୍ବି ଜମା ହୋଇଯାଏ ଓ ପୁରୁଷଙ୍କ ପେଟ ମୋଟା ହୋଇଥାଏ। ଏହା ମଧ୍ୟ ସତ୍ୟ ଯେ ବାହାଘର ପରେ ମହିଳା ଓ ପୁରୁଷମାନଙ୍କ ଓଜନ ବଢ଼ିଯାଏ। କିନ୍ତୁ ଏହା ସେକ୍ସ ସହିତ କୋୖଣସି ପ୍ରକାର ସମ୍ବନ୍ଧ ନାହିଁ। ଆପଣଙ୍କ ଜାଣିବା ଉଚିତ୍ ଯେ ପୁରୁଷଙ୍କ ଥରେ ବୀର୍ଯ ବାହାରିଲେ କେବଳ ୧୫ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ ଓ ସେକ୍ସ କଲେ ଅଧିକ ଭୋକ ଓ ନିଦ ଲାଗେ, ଏହା ଶରୀର ବୃଦ୍ଧି ହେବାର ମୁଖ୍ୟ କାରଣ ଅଟେ। Check This

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହା କି ରୁପି ସମସ୍ୟା ଦୂର କରିବାରେ ବେଶ୍ ଉପକାରୀ।
ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଏ। ଫଳରେ ଠିକ୍ ଭାବେ ଖାଦ୍ୟ ହଜମ ହୁଏ ନାହିଁ। ଏହା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା ନା କେବଳ ହଜମଶକ୍ତି ବଢାଇବ ବରଂ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଉପାଦାନ ମଧ୍ୟ ରୁପି ଦୂର କରିବ। ରସୁଣରେ ଥିବା ଆଲିସିନ୍ ନାମକ ଆଣ୍ଟିଫଙ୍ଗାଲ୍ ଉପାଦାନ କେଶ ମୂଳରୁ ରୁପି ନଷ୍ଟ କରିଥାଏ। ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ମଧ୍ୟ ଫଳପ୍ରଦ ହୋଇପାରିବେ।
କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍ ଏବଂ ଆଇରନ୍ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହା କି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ।
ବୁଟକୁ ଖାଦ୍ୟ ତାଲିକାରେ ସାମିଲ କରିବା ସହ ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ରୁପି ଦୂର ହୋଇଥାଏ। କାରଣ ଏଥିରେ ଅଧିକ ପରିମାଣରେ ଭିଟାମିନ ବି୬ ଏବଂ ଜିଙ୍କ୍ ରହିଛି, ଯାହା କି ରୁପି ଦୂର କରିବାର ମୁଖ୍ୟ ଉପାଦାନ। ସେହିପରି ଗହମ ଖାଇବା ମଧ୍ୟ ଉପକାରୀ।
ପ୍ରତିଦିନ ଖାଦ୍ୟ ତାଲିକାରେ ସିଜନାଲ୍ ଫଳଗୁଡିକୁ ସାମିଲ କରିବା ଦ୍ବାରା ଏଥିରେ ଥିବା ଏନ୍ଜାଇମ୍ ଆପଣଙ୍କ ହଜମଶକ୍ତି ବଢାଇବା ସହ ରୁପି କମାଇବ। ମାଛ ତେଲ ଖାଇବା ଦ୍ବାରା ଶୀତଦିନେ ତ୍ବଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ। ଫଳରେ ରୁପି ସମସ୍ୟା ହ୍ରାସ ହୋଇଥାଏ।