ଜ୍ୟୋତିଷ

ବିବାହିତ ମହିଳା ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ନିଜର ଏହି ସବୁ ଜିନିଷ, ନଚେତ ସ୍ବାମୀର ଜୀବନ ହୋଇଯିବ ବର୍ବାଦ- Chanakya Niti

ମହିଳାଙ୍କୁ ବା ଝିଅ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ, ଯେଉଁ ଘରେ ଝିଅ ବା ମହିଳାଙ୍କୁ କଷ୍ଟ ଦିଆ ଯାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ପାଦ ରଖନ୍ତି ନାହିଁ । ଜୀବନରେ ବହୁତ୍ କଷ୍ଟ କରି ଲୋକ ଧନ ପାଇଥାନ୍ତି କିନ୍ତୁ ଯଦି ଆପଣ ସ୍ତ୍ରୀ ମାନଙ୍କ ସମ୍ମାନ କରନ୍ତି ନାହିଁ ତେବେ ଆପଣଙ୍କ ଘରେ ଧନ ବାସ କରିବ ନାହିଁ । ମହିଳାଙ୍କୁ ମଧ୍ୟ କିଛି କଥା ଉପରେ ବିଶେଷ ଧ୍ୟାନ ଦବା ଉଚିତ ତେବେ ଆଜି ଆମେ ଆପଣଙ୍କୁ କହିବୁ ବିବାହିତ ମହିଳାଙ୍କୁ କେବେ ଏହି ଜିନିଷ କେବେ କାହାକୁ ଦବା ଉଚିତ୍ ନୁହ ।

୧- ବିବାହିତ ମହିଳାଙ୍କୁ ବିବାହ ପରେ କେବେ କାହାକୁ ନିଜ ମଙ୍ଗଳ ସୂତ୍ର କାହାକୁ ଦବା ଉଚିତ ନୁହ । କେବେ କାହାକୁ ନିଜ ମଙ୍ଗଳ ସୂତ୍ର ପିନ୍ଧିବାକୁ ଦବା ଉଚିତ୍ ନୁହ ।

୨- ବିବାହିତ ମହିଳାଙ୍କୁ ବିବାହ ପରେ କେବେ କାହାକୁ ନିଜ ସିନ୍ଦୂର ଆଉ କାହାକୁ ବ୍ୟବହାର କରିବାକୁ ଦବା ଉଚିତ୍ ନୁହ । ସିନ୍ଦୂର ବିବାହିତ ମହିଳାଙ୍କ ପାଇଁ ବହୁତ୍ ବଡ ଜିନିଷ ଅଟେ ।

୩- ବିବାହିତା ମହିଳାଙ୍କୁ କେବେ ନିଜ ବିନ୍ଦି ଦବା ଉଚିତ୍ ନୁହ ତେବେ ଆପଣ ଲଗାଇଥିବା ବିନ୍ଦୀ ହେଉ ବା ଆପଣ ଯେଉଁ ବିଂଦି ରୁ ଲଗାଉଛନ୍ତି ତାହା ହେଉ ।

୪- ଶାସ୍ତ୍ର ଅନୁଯାଇ ବିବାହିତ ମହିଳାଙ୍କୁ କେବେ ବି ନିଜର କାଜଲ କାହାକୁ ଦବା ଉଚିତ୍ ନୁହଁ କୁହାଯାଏ ଏମିତି କରିବା ଦ୍ୱାରା ସ୍ୱାମୀର ଭଲ ପାଇବା ବାଣ୍ଟି ହୋଇଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କାଜଲ ସେୟର କରିବା ଦ୍ୱାରା ଆପଣଙ୍କ ଆଖିରେ ଇନ୍ ଫେକ୍ସନ୍ ମଧ୍ୟ ହୋଇପାରେ ସେଥିପାଇଁ କେବେ କାହାକୁ ନିଜ କାଜଲ ଦିଅନ୍ତି ନାହିଁ ।

୫- ଶାସ୍ତ୍ର ଅନୁଯାଇ ବିବାହିତ ମହିଳାଙ୍କୁ କେବେ ନିଜ ଦ୍ୱାରା ପିନ୍ଧା ଯାଇଥିବା ଚୁଡ଼ି ଅନ୍ୟ ମହିଳାଙ୍କୁ ଦବା ଉଚିତ ନୁହ କାହିଁକି ନା ଏହା ଅନ୍ୟ ମାନଙ୍କୁ ଦରିଦ୍ର କରିଥାଏ ଆପଣଙ୍କ ସବୁ ଦୁର୍ଭାଗ୍ୟ ଆଉ ଷୌଭାଗ୍ୟ ସେହି ମହିଳାଙ୍କ ଜୀବନରେ ଯାଇଥାଏ ।

ତେବେ ମହିଳାଙ୍କୁ ନିଜର ସାଜ୍ ଶଯ୍ୟା ଜିନିଷ କାହା ସହ ବାଣ୍ଟିବା କଦାପି ଉଚିତ୍ ନୁହ ଯଦି ଆପଣ ଏହି ଭୁଲ କେବେ କରିଛନ୍ତି ତେବେ ସାବଧାନ ହୋଇଯାନ୍ତୁ ଏହା ଜମାରୁ ଭଲ ନୁହ ଆପଣଙ୍କ ଭାଗ୍ୟ ବହୁତ୍ ବଦଳି ଯାଇ ପାରେ ତାହା କେବଳ ଆପଣଙ୍କ ଏହି କାମ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button