ସ୍ୱାସ୍ଥ୍ୟ

ସକାଳୁ ଉଠି ସେବନ କରନ୍ତୁ, 80 % ରୋଗର ସମାଧାନ ଏହି ଗୋଟିଏ ମଞ୍ଜି !

ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି, ଅର୍ଥାତ ହାଡ କମଜୋର ହୋଇ ଯାଇଛି, ହାଡରେ ବ୍ୟଥା ହେଉଛି କିମ୍ବା ଅଣ୍ଟା କିମ୍ବା ଆଣ୍ଠୁ ବ୍ୟଥା ହେଉଛି । ଯଦି ଶରୀରରେ ଖରାପ କୋଲେସ୍ଟ୍ରୋଲ ବଢି ଯାଇଛି, ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି, ଶିରା ଗୁଡିକ କମଜୋର ହେଇ ଯାଇଛି, ତେବେ ଆମେ ଆଜି ଆମେ ଆପଣଙ୍କୁ ଯେଉଁ ଘରେଲୁ ଉପାୟ କହିବୁ, ତାହାର ସେବନ ଦ୍ଵାରା ହିଁ ଆପଣଙ୍କର ଏହି ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ଏହି ଉପାୟ ଆପଣଙ୍କ ଶରୀରର ସମସ୍ତ ଖରାପ ପଦାର୍ଥକୁ ବି ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

ଏହି ଉପାୟର ସେବନ କରିବା ଦ୍ଵାରା ପେଟର ଗ୍ୟାସ, ଏସିଡିଟିକୁ ଦୂର କରିବାକୁ ଚେଷ୍ଟା କରିଥାଏ । ଆମେ ଯେଉଁ ଉପାୟ ବିଷୟରେ କହୁଛୁ ତାହା ଧନିଆର ମଞ୍ଜି ସହ ଜଡିତ ଅଟେ । ଧନିଆ ଆପଣଙ୍କୁ ସାଧାରଣ ଲାଗୁଥିବ କିନ୍ତୁ ଧନିଆ ଗୁଣର ଖଜଣା ଅଟେ । ଆୟୁର୍ବେଦିକ ବହି ଗୁଡିକରେ ଧନିଆର ଗୁଣ ବିଷୟରେ ବହୁତ କିଛି ଉଲ୍ଲେଖ କରାଯାଇଛି ।

ଏହା ଆମର ଶରୀରକୁ ସୁସ୍ଥ ରଖିବାରେ ଓ ଶରୀରର ସମସ୍ତ ରୋଗ ଗୁଡିକ ଦୂର କରିବାର କାମ କରିଥାଏ । ପ୍ରଥମେ ଆପଣ ଧନିଆର ଶୁଖିଲା ମଞ୍ଜି ନିଅନ୍ତୁ । ଏହା ପରେ ଗୋଟିଏ ପାତ୍ରରେ ପାଣି ନିଅନ୍ତୁ ଓ ସେଥିରେ ଗୋଟିଏ ଚାମଚ ପାଖାପାଖି ଧନିଆର ମଞ୍ଜି ଦେଇ ଦିଅନ୍ତୁ । ଏହାକୁ ରାତିସାରା ରଖି ଦିଅନ୍ତୁ । ସକାଳେ ଆପଣ ଏହାକୁ ଅଳ୍ପ ଗରମ କରି ଦିଅନ୍ତୁ ।

ଏହାକୁ ଆପଣ ଛାଣି ଦିଅନ୍ତୁ ଓ ଚା ଭଳି ପିଆଦିଆନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଶରୀରରେ ଯେଉଁ ଅପରିଷ୍କାର ଜିନିଷ ରହୁଛି ତାହା ସବୁ ବାହାରିଯିବ । ଏହା ଆମ ଶରୀରରେ ଭଲ କୋଲେସ୍ଟ୍ରୋଲକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଘରେ କାହାକୁ ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି କିମ୍ବା ହାର୍ଟ ସମ୍ବନ୍ଧିତ କିଛି ସମସ୍ୟା ଅଛି ଅଥବା କାହାକୁ ଥରେ ହାର୍ଟ ଆଟାକ ଆସି ସାରିଛି ତାଙ୍କୁ ବି ଧନିଆ ପାଣିର ଉପଦେଶ ନିଶ୍ଚିତ ଦିଅନ୍ତୁ ।

ଏହାର ସେବନ ଦ୍ଵାରା ଆପଣଙ୍କର ଶିରାରେ ଯେଉଁ ବ୍ଲକେଜର ସମସ୍ୟା ଦୂର ହେବ ଓ ଆପଣଙ୍କର ହାର୍ଟ ସୁସ୍ଥ ହେବ । ଏହା ବ୍ଲଡ ପ୍ରେସରକୁ ବି କଣ୍ଟ୍ରୋଲ କରିବ । ଏହା ଛଡା ଧନିଆ ମଞ୍ଜିରେ କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ ଇତ୍ୟାଦି ୪ ଟି ଜିନିଷ ବହୁତ ଭଲ ଭାବରେ ମିଳିଥାଏ । ଯଦି ଧନିଆ ପାଣିକୁ ଆପଣ ସବୁଦିନ ସେବନ କରୁଛନ୍ତି ତେବେ ଆପଣଙ୍କୁ ସୁଗାର ଅର୍ଥାତ ଡାଇବେଟିସର ସମସ୍ୟା ଅଛି ତେବେ ତାହା ନର୍ମାଲ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button