ସ୍ୱାସ୍ଥ୍ୟ

ହାଡଙ୍କୁ ଫମ୍ପା କରିଦିଏ ଏହି ଜିନିଷ, ଜାଣିନୀୟନ୍ତୁ ନହେଲେ ଶରୀର ହୋଇଯିବ କଙ୍କାଳ

ହାଡ ର ଦୁର୍ବଳତା କେବଳ ଖରାପ ଡାଏଟ ପାଇଁ ହୁଏ, ଏମିତି କିଛି ପ୍ରକାର ଖାଦ୍ୟ ଅଛି ଯାହାର ନିୟମିତ ଓ ଅଧିକ ସେବନ ରୁ ହାଡର କ୍ୟାଲସିୟମ ସରିଯାଇଥାଏ । ଆମ ହାଡ ପାଇଁ କ୍ୟାଲସିୟମ ବହୁତ ଆବଶ୍ୟକ ଜିନିଷ ଅଟେ । ଆଜିକାଲି କେବଳ ବୁଢା ଲୋକ ନୁହେଁ ଛୁଆ ଏବଂ ଯୁବପିଢି ମଧ୍ୟ ହାଡ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ହାଡ ଦୁର୍ବଳତା ର ଏକ ମାତ୍ର କାରଣ ଖରାପ ଡାଏଟ ଅଟେ, ହାଡ ପାଇଁ କ୍ୟାଲସିୟମ ଦରକାର ଏବଂ ସେଥିପାଇଁ ଭଲ ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ
କ୍ୟାଲସିୟମ କମ ହବାରୁ ହାଡ ଦୁର୍ବଳ ହୋଇଯାଏ ଏବଂ ଏହା ସହ କେତେ ପ୍ରକାର ହାଡ ରୋଗ ହବାର ବି ଆଶଙ୍କା ଥାଏ ।

ପାଳଙ୍ଗ :
ପାଳଙ୍ଗ ଏକ ବହୁତ ଭଲ ପରିବା କିନ୍ତୁ ଏହାର ଅଧିକ ସେବନ ଆପଣଙ୍କ ହାଡକୁ ଦୁର୍ବଳ ଓ ରୋଗ ଦେଇ ପାରେ ସେଥିପାଇଁ ପାଳଙ୍ଗ କମ ଖାଇବାକୁ ଚେଷ୍ଟା କାରନ୍ତୁ ।

ଚା ଓ କୋଫି :
ସମସ୍ତଙ୍କର ସକାଳ ପ୍ରାୟତଃ ଚା’ ରେ ହୁଏ କିନ୍ତୁ ଆପଣ ଜାଣିଛନ୍ତି କି ଚା ଓ କଫି ଅଧିକ ସେବନ କଲେ ହାଡ ପାପେରା ହୋଇଯାଏ, ଏଥିରେ କ୍ୟାଫେନ ଥାଏ ଯାହା ହାଡ ପାଇଁ ବହୁତ ହାନିକାରକ ଅଟେ ।

 

ଗହମ ଜାତୀୟ ଖାଦ୍ୟ ଓ କ୍ଷୀର :
ଏହି କମ୍ବିନେସନ ଶୁଣିବାରେ ଭଲ ଲାଗି ପାରେ କିନ୍ତୁ ଏହି ଖାଦ୍ୟ ଆମ ହାଡ ପାଇଁ ହାନିକାରକ ଏହାର ସେବନ କଲେ ଶରୀର ରେ କ୍ୟାଲସିୟମ ମାତ୍ରା କମି କମି ଯାଏ ।

 

ଲୁଣ ଓ ମଦ :
ମଦ ପିଇବା ଲୋକଙ୍କର ଖରାପ ଅଭ୍ୟାସ କିନ୍ତୁ ଆପଣ ଜାଣିଛନ୍ତି କି, ମଦ ର ଅଧିକ ସେବନ ହାଡ ଉପରେ କେତେ କ୍ଷତି କରେ । ଏହା ସହ ଯଦି ଆପଣ ଲୁଣ ଅଧିକ ଖାଆନ୍ତି ତାହେଲେ ଆପଣଙ୍କ ହାଡ ବହୁତ ଶୀଘ୍ର ଖରାପ ହୋଇଯିବ । ଲୁଣ ରେ ସୋଡିୟମ ଥାଏ ଯାହା ଶରୀର କୁ ଯିବା ପରେ କ୍ୟାଲସିୟମ କୁ ପରିଶ୍ରା ମାଧ୍ୟମ ରେ ଶରୀର ବାହାରକୁ କାଢି ଦିଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button