ଦେଶ- ବିଦେଶ

ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଛି ତ କରନ୍ତୁ ଏହି 7ଟି ସହଜ ଉପାୟ-

ଆମେ ଜାଣିଛେ କି ବିବାହ ପରେ ସବୁ ସ୍ଵାମୀ ସ୍ତ୍ରୀ ଏନକେ ଅଭିତରେ କିଛି କଥାକୁ ନେଇ ମନାନ୍ତର ହୁଏ । ଏହାର କାରଣ ଦୁଇ ଅଲଗା ପରିବାର ରେ ବଢି ଥିବା ଲୋକଙ୍କ ଛିନତା ଧାରା କେଉଁ ନା କେଉଁ ଜାଗାରେ ନିଶ୍ଚିତ ଭାବେ ଝଗଡାର ରୂପ ନେଇ ଥାଏ । କେଆବଳ ସେୟା ନୁହେଁ କିଛି ପରିବାର ମଧ୍ୟରେ ଥିଲେ ମଧ୍ୟ ଝଗଡା ହୋଇ ଥାଏ । ଯେଉଁ ଭଳିକି କିଛି ଲୋକ ମାନେ ନିଜ ପରିବାର ଲୋକଙ୍କୁ ହିଁ ବେଳେ ଭୁଲ ବୁଝି ଯାଇଥାନ୍ତି ତେଣୁ କରି ଆପଣ ନିଶ୍ଚିତ ଭାବେ ଏହି ଉପାୟ କରିକି ଦେଖନ୍ତୁ ।

 

ଦେଖିବେ ଆପଣଙ୍କ ଘରେ ଥିବା ସବୁ ସମସ୍ଯା ଦୂର ହୋଇଯିବ ଓ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଏହି ସବୁ ସମସ୍ଯା କୁ ଦେଖି ଥିବେ । ସେମାନେ ଏହା ମଧ୍ୟ ଜାଣି ଥିବେ କି ଏହି ଭଳି ସମସ୍ଯା ଆସିଲେ ସେମାନେ ନିଶ୍ଚିତ ଭାବେ କିଛି ମାତ୍ରାରେ ଭିତରୁ ଭାଙ୍ଗି ଯାଇ ଥାନ୍ତି ଏହା ପରେ ପରେ ସମ୍ପର୍କ ସବୁ ଦିନ ପାଇଁ ସେଶ ମଧ୍ୟ କୃ ଦେଇ ଥାଏ ତେଣୁ ଅକ୍ରିୟ ଏହାକୁଆ ଆପଣ ଝଗଡା ହେବା ର ପରେ ପରେ ତୁରନ୍ତ କରି ନିଅନ୍ତୁ । ଆସନ୍ତୁ ଜାଣିବା କି କଣ କଣ ଉପାୟ ଆପଣ କରି ପାରିବେ । ଯଦି ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ସବୁ ବେଳେ ଝଗଡା ହେଉଛି ଯାହା ବଢିବାରେ ଲାଗିଛି ତେବେ ଆପଣ ବୁଧ ବାର କ ବୁଧ ବାର ଦିନ ଦୁହେଁ ମୌନ ବ୍ରତ କରିବା ଆବଶ୍ୟକ ଅଟେ ।

ଏହା ଦ୍ଵାରା ଦୁହିଙ୍କ ମନରେ ଥିବା ମନାନ୍ତର ସବୁ ଦିନ ପାଇଁ ଶେଷ ହୋଇ ଯାଏ । ସ୍ଵାମୀ ମାନେ ଶୁକ୍ରବାର ଦିନ ସ୍ତ୍ରୀ କୁ କିଛି ଫୁଲ କିମ୍ବା କିଛି ପରର୍ଫ୍ଯୁମ ଉପହାର ରେ ଦିଅନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କ ଭିତରେ ଦୁରତ୍ଵ କମି ଜୀବ । ଆପଣ ନିଜ ସ୍ତ୍ରୀ ଙ୍କୁ କହି ରାତିରେ ଶୋଇବା ସମୟର ଆଗରୁ ଧନିଆ କିଛି ନେଇକି ଏହାକୁ ଏକ ନାଲି କପଡାରେ ରଖି ଏହାକୁ ଆପଣ ନିଜ ଶୋଇବା ଘରେ ରଖି ଦିଅନ୍ତୁ । ଏହି ପ୍ରକ୍ରିୟା କୁ ପନ୍ଦର ଦିନରେ ଠାରେ କରନ୍ତୁ ଏହି ଭଳି କରିବା ଦ୍ଵାରା କ୍ଲେଶ ଦୂର ହୋଇ ଯାଏ । ଏହା ସହ ଆପଣ ଶୁକ୍ରବାର ଦିନ କିଛି ଦହି ରେ ଚିନୀ ପକାଇ ଏହାକୁ ଚାନ୍ଦିର ଗିନା କିମ୍ବା ଷ୍ଟିଲ ଗିନାରେ ମିଶାଇ ଖାଇ ପାରିବେ ।

ଏହା ଦ୍ଵାରା ପରସ୍ପର ରେ ପ୍ରେମ ବଢି ଜୀବ । ଆପଣ ଭଗବାନ ଗଣେଶ ଙ୍କ ଚାନ୍ଦିର ପ୍ରତିମା ରଖିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ହୋଇ ଥାଏ । ଆପଣ ସବୁ ଦିନ ଦୁହେଁ ମିଶି ହାର ଗୌଡ଼ିୟ କିମ୍ବା ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କ ମନ୍ଦିର କୁ ଯାଇ ସୁଗନ୍ଧିତ ଫୁଲ ଚଢାନ୍ତୁ । ଦେଖିବେ ଭଲ ପରିଣାମ ପାଇବେ । ଆପଣ ସ୍ଵାମୀ ଓ ସ୍ତ୍ରୀ ଆଉ ଏକ ଉପାୟ କରି ପାରିବେ ରାତିରେ ଶୋଇବା ବେଳେ ସ୍ଵାମୀ ଙ୍କ ମୁଣ୍ଡରେ ଥିବା ଅଟକିଆ ତଳେ ସିନ୍ଦୁର ରଖି ଦିଅନ୍ତୁ ସ୍ତ୍ରୀ ମାନେ ଓ ସ୍ତ୍ରୀ ଙ୍କ ତକିଆ ତଳେ ସ୍ଵାମୀ ମାନେ କର୍ପୁର ରଖି ଦିଅନ୍ତୁ । ଏହା ପରେ ଆପଣ ସକାଳୁ ଉଠି ଏହାକୁ ଫୋପାଡି ଦିଅନ୍ତୁ ଘର ଠାରୁ ଦୁରରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button