ସ୍ୱାସ୍ଥ୍ୟ

4ଦିନ ପାଣିରେ ଫୁଟାଇ ପିଇ ନିଅ, ସାରା ଜୀବନ ହେବନି ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ ଭଳି ଅନେକ ରୋଗ ହେବ ଦୂର

ଆମେ ସାଧାରଣ ଭାବେ ଘରେ ଥିବା ଜିନିଷକୁ ହି ବ୍ୟବହାର କରି ଭଲ ହୋଇ ପାରିବା କାରଣ ଆମେ ଜାଣିଛେ କି ଆମେ କିଛି ଭି କରିବା ମାତ୍ର ଏଲୋପାତି ଖାଇବା ଦ୍ଵାରା ଖୁବ ହଇରାଣ ହୋଇଥାଉ । ଏବେ ଆସନ୍ତୁ ଜାଣିବା କି ଆମେ କଣ କରିବା । ଆମେ ଆଜି ଆପଣଙ୍କୁ କିଛି ଏଭଳି ଘରୋଇ ଉପାୟ ଦେବା ପାଇଁ ଯାଉଛୁ କି, ଆମେ ଯାହାକୁ ନେବା ପରେ ଜାଣି ପାରିଇବା କି ଏକା ସହ ଆମେ ବହୁତ ଗୁଡିଏ ରୋଗକୁ ଭଲ କରି ପାରିବା । ଏହା ଆପଣଙ୍କ ଶରୀର କୁ ସୁସ୍ଥ ରଖିବାରେ ସାହାଜ୍ଯ କରିବ ।

ଏହା ସହ ଏହା ଆମ ଶରୀର ରେ ଥିବା ରୋଗକୁ ଧୀରେ ଧୀରେ କମେଇ ଏହାର ସମୂଳ ନାସ କରିଦେବ । ଆମ ଶରୀର ରେ ହେଉଥିବା ଅଧିକାଂଶ ରୋଗ ପେଟ ପାଇଁ ବାହାରି ଥାଏ । ତେଣୁ କରି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ ପେଟର ସମସ୍ଯା ଖୁବ ଜଲ୍ଦି ଦୂର ହେବା ପାଇଁ ଯାଉଛି ।

ତେଣୁ କରି ଆପଣ ନିଶ୍ଚିତ ଭାବେ ଏହାକୁ ଘରେ ବନେଇକି ମାତ୍ର ୪ ଦିନ ପିକି ଦେଖନ୍ତୁ । ଯଦି ଆପଣଙ୍କୁ ମଧୁମେହ ରୋଗରୁ ମଧ୍ୟ ଆପଣଙ୍କୁ ବଞ୍ଚାଇ ପାରେ । ଏହା ସହ ଆପଣ ଯଦି ଅଧିକ ମୋଟା ଅଟନ୍ତି ଓ ସେଥି ପାଇଁ ଆପଣ କିଛି କାମ କରି ଥାନ୍ତି।

ଯେମିତି କି କିଛି ଔଷଧ ଖାଇବା ଭଳି କିଛି କାମ କରିବା ଅପେକ୍ଷା ଆପଣ ଏହାକୁ ଥରେ ନିଜ ଉପରେ ପ୍ରୟୋଗ କରି ଦେଖନ୍ତୁ । ଯଦି ଆପଣ ଏହାକୁ ସେବନ କରିବେ ଆପଣଙ୍କ ହାର୍ଟ ମଧ୍ୟ ଖୁବ ଭଲ ରହିବ ଯାହା ପାଇ ଆପଣ ନିଶ୍ଚିତ ଭାବେ ଦୀର୍ଘାୟୁ ହୋଇ ପାରିବେ । ଏବେ ଏହାକୁ ବନେଇବା କିଭଳି ଶିଖିବା । ଆପଣ ପ୍ରଥମେ କିଛି ପାଣି ନିଅନ୍ତୁ ଜେଭଳି କି ଆପଣ ୨ ଗ୍ଳାସ ପାଣି ନେଇ ପାରିବେ ।

ଏହା ପରେ ଏଥିରେ ଆପଣ କିଛି ଜୀରା କୁ ପକେଇ ଭଲ ଭାବେ ଫୁଟାଇବା ପାଇଁ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏହା ପାଣି କୁ ଅଧା କରିବା ପରେ ଆପଣ ସେଥିରୁ ଏହାକୁ ଓହ୍ଲାଇ ଆଣନ୍ତୁ । ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ ଏହାକୁ ଯେଉଁ ମାନେ ନ ଛାଣିକି ବ୍ଯବହହାର କରିବା ପାଇଁ ଚାହିଁବେ ସେମାନେ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ ।

 

ଏହା ପରେ ଏଥିରେ କିଛି ମହୁ ମିଶାଇ ଦିଅନ୍ତୁ । ଏହି ଥିରେ ମହୁ ମିଶାଇ ବା ପରେ ଆପଣ ଏଥିରେ କିଛି ଆପେଲ ସାଇଡର ଭିନେଗାର କୁ ପକେଇବେ । ଏହା ମାତ୍ର ଏକ ଚାମଚ ଓ ମହୁ ମଧ୍ୟ । ଏହା ପରେ ଆପଣ ଦେଖି ନେବେ କି ଆମ ମିଶ୍ରଣ ତିଆରି ହୋଇ ସାରିଲାଣି ଏବେ ଏହାକୁ ସବୁ ଦିନ ଖାଲି ପେଟରେ ସକାଳୁ ଖାଇବା ଦ୍ଵାରା ଆପଣଙ୍କ ରୋଗ ମୁକ୍ତ ଶରୀର ସହ ଆପଣ ଏକ ସୁନ୍ଦର ତ୍ଵଚା ମଧ୍ୟ ପାଇବେ । ଏହା ଆପଣଙ୍କୁ ଯୁବକ ଅବସ୍ଥାରେ ରହିବା ପାଇ ସାହାଜ୍ଯ କରେ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button