ସ୍ୱାସ୍ଥ୍ୟ

କଣ ଆପଣ ଙ୍କ ଜିଭ ରେ ଏମିତି ଧଳା ପରସ୍ତ ବସି ଯାଇଛି କି? ଦେଖନ୍ତୁ ଏମିତି ଚୁଟକି ରେ କରିବେ ସଫା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କେବେ ଆପଣଙ୍କ ଜିଭ କୁ ଆଇନା ସମ୍ମୁଖରେ ଯାଇ ଦେଖିଛନ୍ତି କି? ଏହା ଗୋଲାପି ଦେଖାଯାଏ ନା ଧଳା? ଯଦି ଏହା ଗୋଲାପୀ ଦେଖା ଯିବ ତେବେ ଏହା ବହୁତ ଭଲ ଅଟେ।
Special report
ମାତ୍ର ଯଦି ଏହା ଧଳା ଦେଖାଯାଏ ତେବେ ଆପଣ ମାନେ ସଚେତନ ହୋଇ ଯାଆନ୍ତୁ। ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କରେ ହିଁ କହିବାକୁ ଯାଉଛୁ। ଯଦି ଆପଣଙ୍କ ଜିଭ ଗୋଲାପୀ ଅଛି ତେବେ ଏହାର ଅର୍ଥ ଆପଣଙ୍କ ଦେହ ଭଲ ଅଛି।
ଯଦି ଆପଣଙ୍କ ଜିଭ ଧଳା ଦେଖାଯାଉ ଥାଏ ତେବେ ଏହା ପଛରେ ମଧ୍ୟ କେତେକ ନିଜସ୍ଵ କାରଣ ଅଛି ଯାହା ପାଇଁ ଆପଣଙ୍କ ଜିଭ ଧଳା ଦେଖା ଯାଇଥାଏ। ଯଦି ଆପଣ ଆପଣଙ୍କ ଜିଭ କୁ ଭଲ ଭାବରେ ସଫା କରୁ ନଥିବେ
Special report
ତେବେ ସେଥିପାଇଁ ଏହା ଧଳା ଦେଖା ଯାଇ ଥାଏ। ତମାଖୁ, ସିଗାରେଟ , ଗୁଟକା ଖାଇଲେ ମଧ୍ଯ ଜିଭ ଧଳା ଦେଖା ଯାଇ ଥାଏ। ଟାଇଫଏଡ ହୋଇଥିଲେ ମଧ୍ୟ ଜିଭ ଧଳା ଦେଖାଯାଇ ଥାଏ। ଦାନ୍ତରେ କିଛି ସମସ୍ୟା ଥିଲେ ମଧ୍ୟ ଜିଭ ଧଳା ଦେଖାଯାଏ।
ଆଉ ସବୁଠାରୁ ବଡ଼ କଥା ହେଉଛି କି ଯଦି ଆପଣ HIV ରୋଗରେ ପୀଡିତ ଥିବେ ତେବେ ମଧ୍ୟ ଆପଣଙ୍କ ଜିଭ ଧଳା ଦେଖା ଯିବାର ସମ୍ଭାବନା ଥାଏ। ଯେଉଁ ମାନଙ୍କୁ ଡାଇବେଟିକ୍ସ ଅଛି ସେମାନଙ୍କ ଜିଭ ମଧ୍ଯ ଧଳା ଦେଖାଯାଇ ଥାଏ।
Special report
ଯେଉଁ ମାନଙ୍କ ଛାତି ଜନିତ ସମସ୍ୟା ଥାଏ ଅର୍ଥାତ COPD ଥାଏ ପ୍ରାୟ ସମୟରେ ସେମାନଙ୍କର ଜିଭ ମଧ୍ୟ ଧଳା ଦେଖାଯାଏ। ଯଦି ଆପଣଙ୍କ ଜିଭ କୁ ଭଲ ସଫା କରିବା ପରେ ମଧ୍ୟ ଜିଭ ଧଳା ଦେଖାଯାଏ ତେବେ ଏହା ସାଧାରଣ ହୋଇ ନଥାଏ।
ଏଥିପାଇଁ ମଧ୍ୟ ଅନେକ ସମସ୍ୟା ଦେଖା ଯାଇଥାଏ। ଏଭଳି କି ଆପଣ କୌଣସି ଜିନିଷର ସ୍ଵାଦ ଜାଣି ପାରିବେ ନାହିଁ, ଜିଭରେ ଏକ ମାଂସ ବଢିଲା ଭଳି ଲାଗିବ କିମ୍ବା କମ୍ ରାଗ ଥିବା ଖାଇବା ଖାଇଲେ ମଧ୍ଯ ଜୋରେ ରାଗ ଲାଗିବ।
ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଭାବରେ ଉଚିତ ଅଟେ। ତେବେ ଏହି ସମ୍ପର୍କରେ ଅଧିକା ଜାଣିବାକୁ ଚାହୁଁଥିଲି ଏହି ଭିଡିଓ କୁ ସଂପୂର୍ଣ୍ଣ ଦେଖନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button