ସ୍ୱାସ୍ଥ୍ୟ

ମଦ,ଗୁଟଖା ,ସିଗାରେଟ ସମସ୍ତ ନିଶାଦ୍ରବ୍ୟ ମାସିକ ଭିତରେ ଛାଡିବେ କରନ୍ତୁ ଏହି ସରଳ ଏବଂ ଚମତ୍କାରୀ ଉପାୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ମଦ ଏବଂ ଗୁଟକା ଭଳି ନିଶା ମାତ୍ର ୧୦ ଦିନ ମଧ୍ୟରେ ଛଡାଇ ଦେବ ଓ ଆପଣଙ୍କୁ ସୁସ୍ଥ ମଣିଷ ହେବାରେ ସାହାଯ୍ୟ ମଧ୍ୟ କରିବ । ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ କିଛି ଛୋଟ ଖଣ୍ଡା ଅଦାର ଏହା ପରେ ଆପଣ ଏହି ଆଡ଼କୁ ଭଲଭାବେ ଧୋଇ ଏହାର ଚୋପା ବାହାର କରିଦିଅନ୍ତୁ |

ଏହାକୁ ଆପଣଙ୍କୁ ଏପରି ଏକ ବିଧିରେ ବ୍ୟବହାର କରିବେ ତେବେ ଆପଣଙ୍କ ନିଶା କରିବାର ଇଛା ସବୁଦିନ ପାଇଁ ଶେଷ ହୋଇଯିବ । ଆପଣ ସେହି ଧୋଇ ସାରିଥିବା ଅଦାକୁ ଛୋଟା ଛୋଟ ଖଣ୍ଡ କରି କାଟି ଏହି ଆଦରେ ଅଧା ଲେମ୍ବୁ ରସ ପକାନ୍ତୁ ତାପରେ ଶେଷରେ ଆପଣ ଏଥିରେ ଏକ ଚାମଚ୍ ଲୁଣ ପକାନ୍ତୁ |

ଏହାପରେ ଏହିସ ସମସ୍ତ ସାମଗ୍ରୀ କୁ ମିଶାଇ ଦିଅନ୍ତୁ ଏବେ ଅପଣନେହକୁ ନେଇ ଖରାରେ ଶୁଖାଇ ଦିଅନ୍ତୁ ଗୋଟେ ଦିନ ଖରାରେ ଶୁଖିବା ପରେ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ନିଶା ନିବାରଣ ପାଇଁ ଘରୋଇ ଉପଚାର

ଏବେ ଆପଣ ଏହାକୁ ପ୍ରତିଦିନ ଯେତେବେଳେ ଆପଣଙ୍କୁ ନିଶା କରିବା ପାଇଁ ଇଚ୍ଛା ହେବ ଆପଣ ଏହାକୁ ପାଟିରେ ପକାନ୍ତୁ ଏହାକୁ ଚିବେଇବାର କୌଣସି ଆବଶ୍ୟକତା ନାହିଁ ଆପଣ ଏହାକୁ ପାଟିରେ ରଖନ୍ତୁ ଦେଖିବେ ଆପଣଙ୍କ ନିଶା ୧୦ ଦିନ ମଧ୍ୟରେ ଶେଷ ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button