ସ୍ୱାସ୍ଥ୍ୟ

ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ମୂଳରୁ ଶେଷ ହୋଇ ଯାଏ ଏହିସବୁ ଗମ୍ଭୀର ରୋଗ , ଆଜି ହିଁ ଜାଣି ନିଅନ୍ତୁ ।

ଆଜି ମୁଁ ଆପଣଙ୍କୁ ଜଣେଇବି ସକାଳେ ଖାଲି ପେଟରେ ଗୁଡ଼ ଖାଇଲେ କଣ ଉପକାର ମିଳିଥାଏ। ଗୁଡକୁ ପୁରାତନ ଯୁଗରେ ହଜମ କ୍ରିୟା ଉତ୍ତମ ରଖିବା ପାଇଁ ଏହାର ପ୍ରୟୋଗ କରୁଥିଲେ। ଆଜି ମୁଁ ଆପଣଙ୍କୁ ଗୁଡ଼ର ସେହି ଫାଇଦା ବିଷୟରେ ଯାହା ଆପଣ ଜାଣି ନଥିବେ। ଆସନ୍ତୁ ଜାଣିବା।

ପ୍ରଥମ ହେଉଛି ର-କ୍ତହୀ-ନତା ଦୂର କରିଥାଏ। ଗୁଡ଼ରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ର-କ୍ତହୀ-ନତା ଯୋଗୁଁ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଯେଉଁ ଲୋକଙ୍କ ଶରୀରରେ ର-କ୍ତର ଅ-ଭା-ବ ରହିଛି , ସେମାନେ ସ-ର୍ବ-ଦା ଗୁଡର ସେବନ କରିବା ଆବଶ୍ୟକ। ମହିଳା ମାନଙ୍କର ମାସିକ ଋ-ତୁସ୍ରା-ବ ସମୟରେ ର-କ୍ତ ଅ-ଭା-ବ ହୋଇଥାଏ। ସେହିଭଳି ଗ-ର୍ଭାବ-ସ୍ଥା ସମୟରେ ମହିଳା ମାନଙ୍କର ର-କ୍ତ ଅ-ଭା-ବ ଦେଖା ଦେଇଥାଏ। ଏହା ଶିଶୁ ପାଇଁ କ୍ଷ-ତିକା-ରକ ହୋଇଥାଏ।

ଦ୍ଵିତୀୟ ହେଉଛି ହଜମ କ୍ରିୟା ଭଲ କରିଥାଏ। ଯଦି ଆପଣଙ୍କୁ କୋଷ୍ଠ କାଠିନ୍ୟ ଭଳି ସମସ୍ୟା ରହିଛି, ପେଟ ଠିକ ଭାବରେ ସଫା ହେଉ ନାହିଁ, ଖାଦ୍ୟ ଭଲଭାବରେ ହଜମ ହେଉନାହିଁ କିମ୍ବା ଖଟା ହେକୁଟୀ ହେଉଥାଏ ତାହେଲେ ଏମିତି କ୍ଷେତ୍ରରେ ଆପଣ ଗୁଡ଼ର ସେବନ କରି ପାରନ୍ତି। ଆପଣ ପ୍ରତ୍ୟେକଦିନ ଖାଇସାରିବା ପରେ ଗୁଡ଼ର ସେବନ କରି ଉଷୁମ ପାଣିର ସେବନ କରନ୍ତୁ। ଏହାଦ୍ବାରା ହଜମ ଜନିତ ସମସ୍ୟା ଦୂର ହୋଇଥାଏ।

ତୃତୀୟ ହେଉଛି ଲିଭର ସଫା କରେ। ବାରମ୍ବାର ଯକୃତ ଆମ ଶରୀରରୁ ବି-ଷା-କ୍ତ ପଦାର୍ଥକୁ ବାହାର କରିବାର କାର୍ଯ୍ୟ କରିଥାଏ। କିନ୍ତୁ ଖରାପ ଭୋଜନର ସେବନ ଯୋଗୁଁ ଲିଭର ଠିକ ଭାବରେ କାର୍ଯ୍ୟ କରି ନଥାଏ। ଲିଭରରେ ଅନେକ ପ୍ରକାରର ବି-ଷା-କ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ। ଲିଭରକୁ ସଫା ରଖିବା ପାଇଁ ଗୁଡ଼ ସେବନ କରିବା ଆବଶ୍ୟକ। ଏହା ଶରୀରକୁ ସଫା ରଖିବା ସହିତ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିଦେଇଥାଏ।

-କ୍ତକୁ ବିଶୁଦ୍ଧ କରିଥାଏ। ଆମ ଶରୀରରେ ଦେଖା ଯାଉଥିବା ଅନେକ ରୋଗର କାରଣ ହୋଇଥାଏ ଦୂଷିତ ରକ୍ତ।ରକ୍ତ ଦୂଷିତ ହେଲେ ବ୍ରଣ, ଚର୍ମ ରୋଗ ଆଦି ଦେଖା ଯାଇଥାଏ। ତେଣୁ ଏପରି ସମସ୍ୟା ଥିଲେ ଆପଣ ଗୁଡ଼ ର ସେବନ କରି ପାରିବେ। ଏହା ରକ୍ତରୁ ଦୂଷିତ ପଦାର୍ଥକୁ ଅଲଗା କରିଥାଏ

ପଞ୍ଚମ ହେଉଛି ରୋଗପ୍ରତିରୋଧକ ଶକ୍ତି ବଢେଇ ଥାଏ। ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା, ସର୍ଦ୍ଦି ହେଉଥାଏ ଏବଂ ଦୀର୍ଘଦିନ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଛି, ତେବେ ଆପଣ ଜାଣି ଯିବେ ଯେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ନୁହେଁ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସର୍ବଦା ଗୁଡ଼ ସେବନ କରନ୍ତୁ। ଛୋଟ ପିଲାମାନଙ୍କୁ ଯଦି ଥଣ୍ଡା ବାରମ୍ବାର ହେଉଛି ତାହେଲେ ପ୍ରତ୍ୟେକଦିନ ସେମାନଙ୍କୁ ଗୁଡ଼ ଦେବା ଆରମ୍ଭ କରନ୍ତୁ।

ଷଷ୍ଠ ହେଉଛି ମାସିକ ଋତୁସ୍ରାବ ସମସ୍ୟା ଦୂର କରିଥାଏ। ମହିଳା ମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ସମୟରେ ତଳିପେଟରେ ଅତ୍ୟଧିକ ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ। ଏହିସବୁ ସମସ୍ୟା ଥିଲେ ଆପଣ ଗୁଡ ର ସେବନ କରିପାରିବେ। ଏହା ପେଟରେ ଯନ୍ତ୍ରଣାକୁ ଦୂର କରିଥାଏ ।

e
ସପ୍ତମ ହେଉଛି ଶ୍ୱାସ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ। ଶ୍ୱାସ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଗୁଡ଼ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଯଦି ଆପଣଙ୍କୁ ଫୁସଫୁସ ଜନିତ ସମସ୍ୟା ଦେଖା ଦେଉଛି, ତାହେଲେ ଆପଣ ଗୁଡ଼ ସେବନ କଲେ ଏହି ରୋଗରୁ ମୁକ୍ତି ପାଇ ପାରିବେ। ଯେଉଁ ଲୋକଙ୍କୁ ଆଜମା ହୋଇଥାଏ, ସେମାନଙ୍କ ପାଇଁ ମଧ୍ୟ ଗୁଡ଼ ଲାଭକାରୀ ଅଟେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button