ଜ୍ୟୋତିଷ

ଏହି ୫ଟି ରାଶିର ପୁଅମାନେ ଝିଅ ମାନଙ୍କର ହୃଦୟରେ ରାଜ କରିଥାନ୍ତି। ତେବେ ଆସନ୍ତୁ ଜାଣିବା

ତୁଳା ରାଶି:-
ଏହି ରାଶିର ପୁରୁଷ ପ୍ରେମ ମାମଲାରେ ବହୁତ ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଭଲ ପାଉଥିବା ଲୋକମାନେ ଏମାନଙ୍କ ପାଖକୁ ଆସି ଯାଇଥାନ୍ତି ଓ ଏହି ରାଶିର ଲୋକମାନଙ୍କୁ ଚେଷ୍ଟା କରିବାକୁ ପଡ଼ି ନଥାଏ। ବନ୍ଧୁଗଣ ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ। ଯାହା ମହିଳା ମାନଙ୍କୁ ଆକର୍ଷିତ କରିଥାଏ। ମହିଳା ମାନେ ଏହି ରାଶିର ପୁରୁଷ ମାନଙ୍କୁ କଥା ଏବଂ ପ୍ରେମ ପ୍ରଭାବିତ ହୋଇଥାନ୍ତି। ବନ୍ଧୁଗଣ ଏହି ରାଶିର ପୁରୁଷମାନେ ମହିଳା ମାନଙ୍କୁ ଆକର୍ଷିତ କରିବା ପାଇଁ ବେଶି ଚେଷ୍ଟା କରିବାକୁ ପଡ଼ି ନଥାଏ।

ମିଥୁନ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବହୁତ ଖୋଲା ମନ ବା ସଫା ହୃଦୟର ହୋଇଥାନ୍ତି। ଏମାନେ ନିଜ ସହ ଥିବା ସମସ୍ତ ଲୋକମାନଙ୍କର ବିଶେଷ ଧ୍ୟାନ ରଖନ୍ତି। ମହିଳା ମାନଙ୍କୁ ଏମାନଙ୍କର ଏହି କଥା ବହୁତ ପ୍ରଭାବିତ କରିଥାଏ। ବନ୍ଧୁଗଣ ଏହି ରାଶିର ବ୍ୟକ୍ତିଙ୍କ ଭଲ ଗୁଣ ହେଉଛି କି ଏମାନେ ଅନ୍ୟ ମାନଙ୍କ ଉପରେ ନିଜର ଛାପ ବହୁତ ଶୀଘ୍ର ଛାଡ଼ି ଥାନ୍ତି। ଏମାନଙ୍କ କଥା କହିବା ଆଂଦାଜରେ ଦୟାଳୁ ବ୍ୟବହାର ମହିଳା ମାନଙ୍କୁ ଭଲ ଲାଗିଥାଏ।

 

ସିଂହ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷର ଲୋକେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କର ଆକର୍ଷିତ ବ୍ୟକ୍ତିତ୍ୱ ସମସ୍ତ ମହିଳା ମାନଙ୍କୁ ପସନ୍ଦ ଆସିଥାଏ। ସିଂହ ରାଶିର ପୁରୁଷ ମାନଙ୍କ ଜୀବନରେ ପ୍ରେମ ବହୁତ ମୁଖ୍ୟ ଭୂମିକା ରହିଥାଏ। ମହିଳା ମାନେ ଏମାନଙ୍କ ଉପରେ ଭରସା କରିଥାନ୍ତି। ଏହି ରାଶିର ପୁରୁଷ ମାନେ ସ୍ୱଭାବରେ ଟିକେ ଲାଜକୁଳା ହୋଇଥାନ୍ତି।

ବିଛା ରାଶି:-
ଏହି ରାଶିର ପୁରୁଷ ମାନଙ୍କ ଆକର୍ଷିତ ବ୍ୟକ୍ତିତ୍ୱର ଲୋକମାନେ ଏମାନଙ୍କ ପାଖକୁ ଆସିବାକୁ ଭଲ ପାଆନ୍ତି। ଏହି ରାଶିର ବ୍ୟକ୍ତି କଥା କହିବାରେ ମାହିର ଅଟନ୍ତି। ଏମାନେ ବହୁତ ଖୁସ ମିଯାଜର ବ୍ୟକ୍ତି ଅଟନ୍ତି। ଏମାନେ ସମସ୍ତଙ୍କୁ ଖୁସିରେ ଧ୍ୟାନ ରଖିଥାନ୍ତି।

ମକର ରାଶି:-
ଏହି ରାଶିର ପୁରୁଷମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ତାଙ୍କର ନିଜ ବୁଦ୍ଧି ବଳରେ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାରେ ସମର୍ଥ ହୋଇଥାନ୍ତି। ଏମାନେ ବହୁତ ସଚୋଟ ମଣିଷ ଅଟନ୍ତି। ନିଜ ଜୀବନସାଥୀର ହାତ ଏମାନେ କେବେବି ଛାଡ଼ନ୍ତି ନାହିଁ। ମହିଳା ମାନଙ୍କୁ ଏମାନଙ୍କର ଏହି ସବୁ ଗୁଣ ପ୍ରଭାବିତ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button