ସ୍ୱାସ୍ଥ୍ୟ

ଉଚ୍ଚ ର-କ୍ତଚାପରେ ଯାଇପାରେ ଜୀ-ବନ , ଜାଣନ୍ତୁ ଏହାକୁ ରୋକିବାର ଉପାୟ ।

ଶରୀର ଅଛି ମାନେ ରୋଗ ମଧ୍ୟ ଅଛି କିନ୍ତୁ ତାହାକୁ ରୋକିବା ପାଇଁ ଆମପାଖରେ ଉପାୟ ମଧ୍ୟ ଅଛି । ମାତ୍ର 7 ଦିନ ମଧ୍ୟରେ ଆପଣ ଉଚ୍ଚ ର-କ୍ତଚାପରୁ ମୂଳରୁ ଭଲ ହୋଇଯିବେ।

ଉଚ୍ଚ ର-କ୍ତଚାପ ଏକା ମ-ହାମା-ରୀ ପରି ଦେଶରେ ବ୍ୟାପି ଗଲାଣି। ଏହାର କାରଣ ହେଉଛି, ଲୋକମାନେ ଖାଉଥିବା ଅସ୍ୱାସ୍ଥ୍ୟ କର ଖାଦ୍ୟ ଏବଂ ଲୋକମାନଙ୍କର ଜୀ-ବ-ନ ଶୈଳୀ । ଏକ ରି-ପୋ-ର୍ଟରେ ଦର୍ଶାଯାଇଛି ଯେ, ସହରରେ 20% ଲୋକ ଉଚ୍ଚ ର-କ୍ତଚାପରେ ପୀ-ଡି-ତ ଅଛନ୍ତି ଏବଂ ଗ୍ରାମାଞ୍ଚଳରେ 10% ଲୋକ ପୀ-ଡି-ତ ଅଛନ୍ତି। ଯେତେବେଳେ ଲୋକ ଜାଣନ୍ତି ଯେ, ସେମାନେ ଉଚ୍ଚ ର-କ୍ତଚାପରେ ପୀ-ଡି-ତ ଅଛନ୍ତି ସେତେବେଳେ ସେ ବହୁତ ବ୍ୟସ୍ତ ହୋଇପଡନ୍ତି ଏବଂ ଡାକ୍ତରଙ୍କ ପାଖରେ ନିଜର ଚିକିତ୍ସା କରନ୍ତି । ଡାକ୍ତରଙ୍କ ପାଖକୁ ଗଲେ ସେ ଏକ ଟାଵଲେଟ ଦେବେ ଯାହା ସମ୍ପୂର୍ଣ୍ଣ ଜୀ-ବ-ନ ପର୍ଯ୍ୟନ୍ତ ଖାଇବାକୁ ପଡିବ । ଯେ ପର୍ଯ୍ୟନ୍ତ ଆପଣ ଏହାକୁ ଖାଉଥିବେ ସେ ପର୍ଯ୍ୟନ୍ତ ତାହା ନିୟନ୍ତ୍ରଣରେ ରହିବ ଏବଂ ଥରେ ଔଷଧ ବନ୍ଦ କରିଦେଲେ ଶରୀର ଅସୁସ୍ଥ ହୋଇପଡିବ। ସେଥିପାଇଁ ଏହାକୁ ସମ୍ପୂର୍ଣ୍ଣ ମୂଳରୁ କିପରି ରୋକି ହେବ ତାହା ଆମେ ଆଜି ଆପଣଙ୍କୁ ଜଣାଇବୁ।

ରାତିରେ ଶୋଇବା ଆଗରୁ ମେଥିକୁ ପାଣିରେ ଭିଜାଇଦେଇ ରଖିଦେବେ ଏବଂ ସକାଳେ ସେହି ପାଣିକୁ ପିଇଦେବେ ଏହାସହିତ ସେହି ମେଥିର ଦାନାକୁ ମଧ୍ୟ ଚୋବାଇ ଖାଇଦେବେ ଫଳରେ ଏହା ଉଚ୍ଚ ର-କ୍ତଚାପକୁ ଶୀଘ୍ର କମ କରିଦେବ ।

5ଟି ତୁଳସୀ ପତ୍ର ଏବଂ ନିମ୍ବ ପତ୍ରକୁ ବାଟି ପାଣିରେ ମିଶାଇ ଦିଅନ୍ତୁ ଏବଂ ଖାଲି ପେଟରେ ତାହାକୁ ପିଇଦିଅନ୍ତୁ । ଏହା ମଧ୍ୟ ର-କ୍ତଚାପରୁ ଶୀଘ୍ର ମୁକ୍ତି ଦେବାନିମନ୍ତେ ସାହାଯ୍ୟ କରିବ ।

ଉଚ୍ଚ ର-କ୍ତଚାପରେ ରସୁଣ ମଧ୍ୟ ବହୁତ ଉପଯୋଗୀ ଅଟେ। ରସୁଣ ପ୍ରତ୍ୟକ ଫାଳକୁ ଟାଵଲେଟ ପରି ଖାଇବା ଉଚିତ । ଏହାକୁ ପ୍ରତିଦିନ ଖାଇବାକୁ ପଡିବ । ପ୍ରତିଦିନ ଗରମ ପାଣି ପିଇବାକୁ ପଡିବ । ଥଣ୍ଡା ପାଣି ଶରୀର ପାଇଁ କ୍ଷତିକାରକ ଅଟେ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଠ ରୋଗୀଙ୍କ ପାଇଁ ଗରମ ପାଣି ନିହାତି ଆବଶ୍ୟକ। ପ୍ରତ୍ୟକ ଦିନ ବ୍ୟାୟାମ କରିବା ମଧ୍ୟ ଶରୀର ପାଇଁ ଭଲ। ସବୁବେଳେ ଖାଇସାରିବା ପରେ ଚଲାବୁଲା କରିବା ମଧ୍ୟ ଆବଶ୍ୟକ । ଏହିସବୁ କାର୍ଯ୍ୟ କଲେ ଆପଣଙ୍କ ଉଚ୍ଚ ର-କ୍ତଚାପର ପରିଣାମ କମିଯିବ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button