ଶିମିଳିପାଳ ଅଭୟାରଣ୍ୟରେ ମାଈ ହାତୀର ସନ୍ଦେହଜନକ ମୃତ୍ୟୁ
ବାଙ୍ଗିରିପୋଷି: ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଏକ ମାଈ ହାତୀ ମରିପଡ଼ଥିବାର ଦେଖିବାକୁ ମିଳିଛି। ବାଙ୍ଗିରିପୋଷି ରେଞ ବ୍ରାହ୍ମଣ ଗାଁ ପଞ୍ଚାୟତ ବାଲିଆଢିପା ଶିମିଳିପାଳ ଜଙ୍ଗଲରେ ଏକ ମାଈ ହାତୀ ମରିପଡ଼ିଡିଥିବା ଦେଖିବାକୁ ମିଳିଛି। ଯାହାର ବୟସ ୩୫-୪୦ ବର୍ଷ ହେବ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗର ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ କହିଛନ୍ତି।
ଗ୍ରାମବାସୀ ମାଈ ହାତୀ ମରିପଡ଼ିଡିଥିବା ନେଇ ବନ କର୍ମଚାରୀଙ୍କୁ ଜଣାଇଥିଲେ।। ହାତୀଟି ନିସ୍ତେଜ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲା।
ଖବର ପାଇ ଡିଏଫଓ ଏ ଉମା ମହେଶ ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ, ବନ କର୍ମଚାରୀଙ୍କ ସହିତ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଈ ହାତୀଟିର ବୟସ ପାଞ ବର୍ଷ ହେବ ବୋଲି ଆକଳନ କରିଥିବା ବେଳେ କାହିଁକି ମୃତ୍ୟୁ ହେଲା ତାର ନିର୍ଦ୍ଦିଷ୍ଟ ସୂଚନା କେହି ଦେଇ ପାରିନଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
sdf
ଗ୍ରାମବାସୀ ମାଈ ହାତୀ ମରିପଡ଼ିଡିଥିବା ନେଇ ବନ କର୍ମଚାରୀଙ୍କୁ ଜଣାଇଥିଲେ।। ହାତୀଟି ନିସ୍ତେଜ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲା।
ଖବର ପାଇ ଡିଏଫଓ ଏ ଉମା ମହେଶ ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ, ବନ କର୍ମଚାରୀଙ୍କ ସହିତ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାଈ ହାତୀଟିର ବୟସ ପାଞ ବର୍ଷ ହେବ ବୋଲି ଆକଳନ କରିଥିବା ବେଳେ କାହିଁକି ମୃତ୍ୟୁ ହେଲା ତାର ନିର୍ଦ୍ଦିଷ୍ଟ ସୂଚନା କେହି ଦେଇ ପାରିନଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ମହେଶ୍ୱର ସିଂ କହିଛନ୍ତି। ଡିଏଫଓ ଙ୍କଦୁଇ ନିର୍ଦେଶ କ୍ରମେ ରବିନାରାଣ ମହାନ୍ତି ତଦନ୍ତ କରୁଛନ୍ତି।