Thyroid ସମସ୍ଯା କ’ ଣ ? କିପରି କରିବେ ଏହି ରୋଗର ନିରାକରଣ…
ମସ୍କାର ବନ୍ଧୁଗଣ , ଆଜି କାଲି ଆମେ ଥାଇରଏଡ ଜନିତ ସମସ୍ୟା ଅଧିକ ଦେଖିବାକୁ ପାଇଥାଉ । ଆମ ଦୈନନ୍ଦିକ ଜୀବନ ଶୈଳୀ ଦ୍ଵାରା ଆମ ଭୋଗିବାକୁ ପଡିଥାଏ ଅନେକ ପ୍ରକାରର ରୋଗ । ଯଦି ଆମେ ସଠିକ ଘରୋଇ ଭୋଜନ କରିଥାଉ ବାହାରି ଖାଦ୍ୟ କୁ ନ ଖାଇଥାଉ ତେବେ ଆମ ଶରୀର ସବୁ ବେଳେ ସୁସ୍ଥ ରହିଥାଆନ୍ତା ଏବଂ ଆମେ ନିରୋଗ ଜୀବନ କାଟିଥାଆନ୍ତୁ ।
କିନ୍ତୁ ଏହା ଆମେ ପାଳନ କରି ନ ଥାଉ ଯାହା ଫଳରେ ଆମ ଶରୀରରେ ଦେଖାଯାଇଥାଏ ଏହି ସବୁ ସମସ୍ୟା । ଆଜି ଆମେ ଆଲୋଚନା କରିବା ଥାଇରଏଡ ଜନିତ ରୋଗ ସମ୍ବନ୍ଧରେ ଏହି ବିଷୟରେ କିପରି ଘରୋଇ ଉପାୟ କରିବା ଉଚିତ୍ । ଡାକ୍ତର ଅରବିନ୍ଦ କୁମାର ଥାଇରଏଡ କୁ କେମିତି ନିୟମିତ ରଖିପାରିବ ତାହା କହିଛନ୍ତି । ଥାଇରଏଡ କୁ ନିୟମିତ ରଖିବାର ତିନୋଟି ଉପାୟ ରହିଛି ତାହା ହେଉଛି ଡାଏଟ୍ , ବ୍ୟାୟାମ ଏବଂ ଯୋଗ ।
ପ୍ରଥମେ ଆମେ ଜାଣିବା ଡାଏଟ୍ ବିଷୟରେ ଆମ ଏମିତି କିଛି ଜିନିଷ ଯାହାକୁ ଏଥିରେ ସାମିଲ କରିବାର ଅଛି ଏବଂ ଆଉ କିଛି ଜିନିଷ କୁ ବାହାର କରିବା ଉଚିତ । ଆମେ କଥା ହେଉଛି ହୟପୋ- ଥାଇଏରଡିଜମ ବିଷୟରେ ଯାହା ସାଧାରଣ ଭାବରେ ଲୋକମାନଙ୍କ ଭିତରେ ଦେଖାଯାଇଥାଏ । ତେଣୁ ଆମ ଏହି ଥାଇରଏଡ ରେ ସେଲିନିୟମ ଆବଶ୍ୟକତା ହୋଇଥାଏ ଏବଂ ଏହା ଆମ କୁ ମାଛ , ଭାତ , ପାସ୍ତା , ଛେଳି ମାଂସ ଆଦିରେ ରହିଥାଏ ।
ତେଣୁ ଥାଇରଏଡ ଥିବା ବ୍ୟକ୍ତି ଏହି ସବୁ ଜିନିଷର ସେବନ କରିବା ଉଚିତ୍ ହୋଇଥାଏ । ଆମ ଶରୀରରେ ସେଲିନିୟମ ଯେମିତି ନଷ୍ଟ ନ ହେଉ ଏଥି ପାଇଁ ଆମ ଯଥା ମଦ୍ୟପାନ ଏବଂ କଫି ଆଦି ଏ ସେବାବ କରିବା ଅନୁଚିତ ହୋଇଥାଏ , ଏହାକୁ ପୁରା ବନ୍ଦ କାରିବ ଉଚିତ୍ । ଆୟୋଡିନ ଥାଇରଏଡ ର ହୋରମୋନ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାନ୍ତି । ତେଣୁ କରି ଶରୀରରେ ଏହାର ମାତ୍ରା ବୃଦ୍ଧି କରିବା ଉଚିତ୍ । ସାମୁଦ୍ରିକ ମାଛ ଏବଂ ଲୁଣ ରୁ ଆମକୁ ଆୟୋଡିନ ମିଳିଥାଏ ।
ଜିଙ୍ଗ ଆମ ଥାଇରଏଡ ହୋରମୋନ କୁ active ରଖିଥାଏ ତେଣୁ ଜିଙ୍ଗ ଜାତୀୟ ଦ୍ରବ୍ଯ ନେବା ଉଚିତ୍ ହୋଇଥାଏ । ବାଦାମ , almond , କ୍ଷୀର , grains ତୁ ଆମ କୁ ଜିଙ୍ଗ ମିଳିଥାଏ ତେଣୁ ଏହାର ସେବନ କରିବା ଉଚିତ୍ । ଆଇରନ ଥାଇରଏଡ ର ହୋରମୋନକୁ T4 କୁ T3 ରେ ପରିଣତ କରିଥାନ୍ତି ଏବଂ ଏହା ଆମ ମେଟାବଲିଜମ୍ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ । ସବୁଜ ପନିପରିବା , ବେଦନା ଏବଂ ବିଟରୁଟ ରେ ଆଇରନ ଭରପୁର ରହିଥାଏ । ସୋୟାବିନ ଜାତୀୟ ଖାଦ୍ୟକୁ ଖାଇବା ଅନୁଚିତ୍ ହୋଇଥାଏ । ବ୍ୟାୟାମ ଏବଂ ଯୋଗ ଥାଇରଏଡ ସମସ୍ୟା ପାଇଁ ଉପକାରୀ ହୋଇଥାଏ ।
ଏହା ସାହାଯ୍ୟକାରୀ ଭାବରେ କାର୍ଯ୍ୟ କରିଥାଏ ଏବଂ ଶରୀର ପାଇଁ ଉତ୍ତମ ସ୍ଵାସ୍ଥ ପ୍ରଦାନ କରିଥାଏ ଓ ଶରୀର ରେ ଚିନ୍ତା କମିଥାଏ । ଏହା ଦ୍ଵାରା ଥାଇରଏଡ ମଧ୍ୟ କମ୍ ହେଇଯାଇଥାଏ । ଏ ସବୁ ସହିତ ଔଷଧ ଏ ସେବନ ବନ୍ଦ କାରିବେ ନାହିଁ ନିୟମିତ ରୂପରେ ସେବନ କରିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।