ସାକ୍ଷାତ ମା’ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି 5 ଟି ମାସରେ ଜନ୍ମ ହୋଇଥିବା ଝିଅମାନେ
ଆମ ଜୀବନରେ ସବୁ କିଛି ଜିନିଷର ମହତ୍ଵ ମାନ ଅଛି । ଆପଣ ଏହା ମଧ୍ୟ ଜାଣି ପାରିଥିବେ କି ସବୁ ଦାନ ମଧ୍ୟରେ 5 ଟି ଦାନର ମହତ୍ଵ ଅଧିକା ଅଛି ତାହା ମଧ୍ୟରେ ପ୍ରଥମ ଦାନ ହେଉଛି ଅର୍ଣ୍ଣ ଦାନ, ଦ୍ଵିତୀୟ ଦାନ ହେଉଛି କନ୍ୟା ଦାନ, ତୃତୀୟ ଦାନ ଭୂମି ଦାନ, ଚତୁର୍ଥ ଦାନ ହେଉଛି ଗୋ ଦାନ, ପଞ୍ଚମ ଦାନ ହେଉଛି ବିଦ୍ୟା ଦାନ । ଏହା ମହାନ ଦାନ ଅଟେ । ଅନେକ ବାପା ମା ମାନନ୍ତି ଯେଉଁ ମାନେ ନିଜ ଘରେ ଥିବା ମହିଳା କିମ୍ବା କନ୍ୟା କୁ ମା ଲକ୍ଷ୍ମୀ ଙ୍କ ପ୍ରତିମା ମାନି ଥାନ୍ତି ।
ଏହାକୁ ବହୁତ କମ ଲୋକମାନେ ସ୍ଵୀକାର କରି ପାରନ୍ତି । ଆପଣ ଏହା ମଧ୍ୟ ଜାଣି ନିନତୁ କି କିଛି ଦାନ ଅଛି ଯାହା ଆମକୁ ବହୁତ ପାପରୁ ବଞ୍ଚାଇ ଦେଇ ଥାଏ । ଏହା ସହ କନ୍ୟା କୁ ଆମେ ମା ଲକ୍ଷ୍ମୀ’ ଙ୍କ ରୂପ କେବଳ ନୁହେଁ ମା ଦୂର୍ଗା ଙ୍କ ରୂପ ମଧ୍ୟ ମାନି ଥାଉ ।ତେବେ ଆଜି ଆମେ କହିବ ଆକି କନ୍ୟା ମାନଙ୍କୁ ଲକ୍ଷ୍ମୀ ଙ୍କ ଆସନରେ ବସାଇବା ପରେ ମଧ୍ୟ ଆପଣ କିଭଳି ଜଣାଇବେ ସାଧାରଣ ଭାବେ କେଉଁ ମାସରେ କନ୍ୟା ମାନେ ଏହି ଭଳି ଜନ୍ମ ହୋଇ ଥାନ୍ତି । ଆଜି ଆମେ କହିବା କି କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ମାନେ ମା ଲକ୍ଷ୍ମୀ ଙ୍କ ପ୍ରତିମା ଭଳି ଥାନ୍ତି ।
ଆପଣ କିଛି କଥାକୁ ବିଚାର କରିକି ଏହାଉ ଜାଣିବା ଦରକାର । ମହିଳା ଙ୍କୁ ଦୁହିତା ମଧ୍ୟ କହିଥାଉ । କାରଣ ଯେଉଁ ମାନେ ଦୁଇ କୁଳର ସମସ୍ଯା କୁ ଦୂର କରି ଦେଇଥାଏ । ସେମାନେ ଦୁହିତା ସେମାନେ ଦୁଇକୁଳର ହିତ ପାଇଁ କାମ କରିଥାନ୍ତି ।
ମକର ମାସର 15 ଦିନ ପର ଠାରୁ କୁମ୍ଭ ମାସ ଯାଏ କିମ୍ବା ମାଘ ମାସର ଶୁଳ୍କ ପକ୍ଷରୁ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ମଧ୍ୟରେ ଯେଉଁ ସମୟ ଥାଏ । ସେହି ସମୟରେ ଜନ୍ମ ହୋଇଥିବା କନ୍ୟା ମାନେ ବହୁତ ଭଲ ହୋଇଥାନ୍ତି ସେମାନେ ଯାହା ଘରେ ଜନ୍ମ ହୋଇଥାନ୍ତି ସେମାନେ ଧନ ଧାନ୍ୟରେ ପୋତି ହୋଇ ଯାଇ ଥାନ୍ତି ।
ଇଂରାଜୀ ମାସରେ ଯଦି କହିବ ଫେବୃୟାରି ରେ ଯେଉଁ ମାନେ ଜନ୍ମ ହୋଇଥାନ୍ତି ସେମାନେ ଭାଗ୍ଯବାନ ହୋଇଥାନ୍ତି । ଏହା ପରେ ମିନାର 15 ଦିନ ଠାରୁ ମେଶ ର 15 ଦିନ ଯାଏ । ଯଦି ଓଡିଆ ମାସ କଥା କହିବା ଚୈତ୍ର ମାସର ଶୁଳ୍କ ପକ୍ଷରୁ ବୈଶାଖ ମାସର କୃଷ୍ଣ ପକ୍ଷ ଯାଏ ଏହି ସମୟ ଥାଏ ।
ଏହି ସମୟ ରେ ଜନ୍ମ ନେଇଥିବା ଅକନ୍ୟା ମା ଲକ୍ଷ୍ମୀ ର ସ୍ୱରୂପ ଅଟନ୍ତି । ଇଂରାଜୀ ନାମ ଅନୁସାରେ ଏପ୍ରିଲ ମାସରେ ଯେଉଁ ମାନେ ଜନ୍ମ ନେଇ ଥାନ୍ତି ସେମାନେ ଭାଗ୍ଯବାନ ଥାନ୍ତି । ଏମାନେ ଜନ୍ମ ନେବା ଘରେ ବ୍ରାହ୍ମଣ, ଆଦି ସବୁ ଙ୍କୁ ସମ୍ମାନ ମିଳିଥାଏ । ଏମାନେ ଯାହା ଘରକୁ ଯିବେ ସେହି ଜାଗାରେ ଏମାନେ ଉର୍ଣ୍ଣତୀ କରିବେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।