ଦେଶ- ବିଦେଶ

ଜାଣନ୍ତୁ ମହିଳା ମାନଙ୍କର କେଉଁ ଭୁଲ ପାଇଁ ହୋଇଥାଏ ଯାଅଁଳା ପିଲା

ଫ୍ରେଣ୍ଡ୍ସ ଆପଣ ମାନେ ସମସ୍ତେ କେଉଁଠି ନା କେଉଁଠି ଯାଆଁଳା ଛୁଆଙ୍କୁ ଦେଖିଥିବେ । ସାଧାରଣତଃ ଯାଅଁଳା ଛୁଆ ଜନ୍ମ ହେବା ସ୍ଵାଭାବିକ ହୋଇ ଗଲାଣି । ଏହି ଯାଅଁଳା ପିଲାମାନେ କେତେକ କ୍ଷେତ୍ରରେ ଦେଖିବା ପାଇଁ ଏକା ଭଳି ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଯାଅଁଳା ପିଲା ଦେଖିବାକୁ ମିଳନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି କେଉଁ କାରଣ ପାଇଁ ଯାଅଁଳା ପିଲା ଜନ୍ମ ହୋଇଥାନ୍ତି । ଫ୍ରେଣ୍ଡ୍ସ ଆଜି ଆମେ ଜାଣିବା ଗର୍ଭବତୀ ମହିଳାମାନେ ଗର୍ଭ ଧାରଣ ପୂର୍ବରୁ ଏବଂ ଗର୍ଭଧାରଣ ସମୟରେ ଏପରି କେଉଁ ଭୁଲ କରିଥାନ୍ତି କି ଯାହା ଫଳରେ ତାଙ୍କର ଯାଅଁଳା ପିଲା ଜନ୍ମ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ ବିଷୟରେ ।

ଆମ ଗାଁ ଗହଳିରେ ଏମିତି ମାନ୍ୟତା ଅଛି କି ଯଦି ମହିଳା ମାନେ ଗର୍ଭବତୀ ସମୟରେ ବା ଗର୍ଭବତୀ ପୂର୍ବରୁ ଯାଅଁଳା ଫଳ ଖାଇ ଦେଇଥାନ୍ତି ତେବେ ସେମାନଙ୍କର ଯାଅଁଳା ସନ୍ତାନ ଜନ୍ମ ହୋଇଥାଏ । କିନ୍ତୁ ବୈଜ୍ଞାନିକ ମାନେ ବିଶେଷ କିଛି ପରୀକ୍ଷା ଦ୍ଵାରା ଏହାର କାରଣ ବାହାର କରିଛନ୍ତି । କଣ ପାଇଁ ଗୋଟିଏ ଶୂକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣ ର ରୂପ ନେଇଥାଏ ଓ ଯାଅଁଳା ସନ୍ତାନଙ୍କର ଉତ୍ପତି ହୋଇଥାଏ ।

୧. ଯେଉଁ ମହିଳାମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ ମଧ୍ୟ କରାଇଥାନ୍ତି ସେମାନଙ୍କ ଠାରେ ଯାଅଁଳା ସନ୍ତାନ ଜନ୍ମ ହେବା ସମ୍ଭାବନା ଅଧିକ ଥାଏ । କାରଣ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ଵାରା ସେମାନଙ୍କ ଶରୀରରେ ହଲିକାଲ ଶିମୋଲାଇଟିଙ୍ଗ ହରମୋନ ର ମାତ୍ରା କମି ଯାଇଥାଏ । ଯାହା ଦ୍ଵାରା ଶୁକ୍ରାଣୁର ଦ୍ଵିତୀୟ ଅଣ୍ଡକୋଷ ତିଆରି ହୋଇଥାଏ । ଯାହା ଫଳରେ ଦୁଇଟି ସନ୍ତାନର ଉତ୍ପତି ହୋଇଥାଏ ।

୨. ଯଦି ପୂର୍ବରୁ ଯେଉଁ ମହିଳା ମାନଙ୍କ ପରିବାରରେ ଯାଅଁଳା ସନ୍ତାନ ଜନ୍ମ ହୋଇଥାଏ ତେବେ ସେମାନଙ୍କ ଠାରେ ମଧ୍ୟ ଯାଅଁଳା ସନ୍ତାନ ହେବାର ବହୁତ ସମ୍ଭାବନା ଥାଏ ।

୩. ଯେଉଁ ମହିଳାମାନେ ଅଧିକାଂଶ ନନଭେଜ ଖାଇଥାନ୍ତି ମୋଟାପଣ ହେବା ସହିତ ସେମାନଙ୍କ ହାଇଟ ମଧ୍ୟ ଅଧିକ ରହିଥାଏ । ଏପରି କ୍ଷେତ୍ରରେ ଯାଅଁଳା ପିଲା ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏମାନଙ୍କ ହରମୋନ ରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button