ମହିଳା ମାନେ ଏହିଭଳି ମଥାରେ ସିନ୍ଦୁର ଲଗାଇଲେ ସ୍ଵାମୀ ହୋଇଯିବେ ବରବାତ…

ପ୍ରତେକ ବିବାହିତା ନାରୀ ମାନେ ମଥାରେ ସିନ୍ଦୁର ଲଗାଇବା ଶାସ୍ତ୍ର ଅନୁଯାୟୀ ଏକ ବିଧାନ ଅଟେ । କାରଣ ସିନ୍ଦୁର ବିନା ନାରୀ ଶ୍ରୀଙ୍ଗାର ହୀନ ହୋଇଥାଏ । ନାରୀ ର ପ୍ରଥମ ଆଭୁଷଣ ହେଉଛି ତାର ମଥାର ସିନ୍ଦୁର । ସିନ୍ଦୁର ନ ଲଗାଇ ସ୍ତ୍ରୀ କେବେ ବି ସୁହାଗିନୀ ହୋଇପାରେ ନାହିଁ । ଅନେକ ସମୟରେ ନାରୀ ମାନେ ଷ୍ଟାଇଲ ମାରିବା ପାଇଁ ସିନ୍ଦୁର କୁ ସାଇଡ ରେ ଲଗାଇଥାନ୍ତି ।
କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ସିନ୍ଦୁର ମଥାରେ ଲଗାଇବା ସମୟରେ ନାରୀ ମାନଙ୍କୁ ବହୁତ ସତର୍କ ରଖିବାକୁ ପଡିଥାଏ । ସିନ୍ଦୁର ଲଗାଇବା ସମୟରେ ନାରୀ ମାନେ ଧ୍ୟାନ ରଖିବା ଉଚିତ ମଥା ମଝିରେ ଲଗାଇବା ଉଚିତ । ଯେଉଁ ମହିଳା ସିନ୍ଦୁର ମଥାର ସାଇଟ ରେ ଲଗାନ୍ତି ତେବେ ମାନାଯାଏ କି ସ୍ଵାମୀ ଙ୍କ ଠାରୁ ସ୍ତ୍ରୀ ଦୂରେଇ ଯାଇଥାଏ ।
ମଝି ସୂତାନି କରି ସବୁବେଳେ ସିନ୍ଦୁର ଲଗାଇବା ଉଚିତ । ଏହା ଦ୍ଵାରା ସ୍ଵାମୀ ଙ୍କର ଆୟୁଷ ବୃଦ୍ଧି ପାଇଥାଏ । ଏଭଳି ନାରୀ ଙ୍କ ଠାରେ ମା ଲକ୍ଷ୍ମୀ ଙ୍କ କୃପା ବିଶେଷ ଭାବେ ରହିଥାଏ । ସବୁବେଳେ ସିନ୍ଦୁର ମଥା ରେ ଲମ୍ବା ରେ ଲଗାଇବା ଉଚିତ । ଶାସ୍ତ୍ର ଅନୁଯାୟୀ ସିନ୍ଦୁର ମଥା ରେ ଲମ୍ବା ରେ ଲଗାଇବା ଭଲ ହୋଇଥାଏ । ଲୁଚାଇବା ଭଳି ଲଗା ଯାଇଥିବା ସିନ୍ଦୁର ମହିଳାଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।
କୁହାଯାଏ ଏମିତି ମହିଳା ଙ୍କ ଠାରୁ ସ୍ଵାମୀ ଧୀରେ ଧୀରେ ଦୂରେଇ ଯାଇଥାଏ । କେବେ ବି ସିନ୍ଦୁର ମଥାରେ ଲୁଚାଇ କି ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ସ୍ବାମୀଙ୍କର ଜୀବନ ଉପରେ କୁ-ପ୍ରଭାବ ପଡିଥାଏ । ଏମିତି ନାରୀ ଙ୍କ ଠାରେ ମା ଲକ୍ଷ୍ମୀ କେବେ ବି ନିବାସ କରନ୍ତି ନାହିଁ । ତେଣୁ ସିନ୍ଦୁର ଲଗାଇବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ସ୍ଵାମୀ ଙ୍କର ଯୂଷ ବୃଦ୍ଧି ପାଇଥାଏ । ଓ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।