!ଋଣ ରୁ ମୁକ୍ତି ପାଇବା ପାଇଁ ଏହି 5 ଟି ଉପାୟ କରନ୍ତୁ…ନିଶ୍ଚୟ ଋଣ ନାସ ହେବ !
ବନ୍ଧୁଗଣ ଆଜି ଆମେ ଜାଣିବା କେତୋଟି ଉପାୟ ବିଷୟରେ । ଯାହାକୁ କରିବା ଦ୍ଵାରା ମଣିଷର ସବୁ ମନସ୍କାମନା ପୂରଣ ହୋଇଥାଏ । ଆମେ ସବୁ ଆମର ଇଚ୍ଛା ପୂରଣ କରିବା ପାଇଁ କେତେ କଣ ଉପାୟମାନ କରିଥାଉ । କେତେ ଲୋକ ରୁଣ ସୁଝିବା ପାଇଁ ନିଜ ଘର ଛାଡି ଦେଇଥାନ୍ତି । ଏହି ଦୁନିଆରେ ରୁଣ କଷ୍ଟ ଠାରୁ ଅଧିକ କଷ୍ଟ ଆଉ କିଛି ନାହିଁ । ଯଦି ଆପଣ ମଧ୍ୟ ରୁଣ କଷ୍ଟରେ ପୀଡିତ ଅଛନ୍ତି ତେବେ ଏହି ଉପାୟ ଗୁଡିକ ନିଶ୍ଚୟ କରିବାକୁ ହେବ । ତେବେ ଯାଇ ଆପଣ ରୁଣ ରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ସେହି ଉପାୟମାନ ବିଷୟରେ ବିସ୍ତାର ଭାବେ ।
1- ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦେଲେ ଜୀବନରେ ଏତେ ଖୁସି ମିଳିଥାଏ ଯାହା ବ୍ୟକ୍ତି କେବେ କଳ୍ପନା କରି ନ ଥିବ । ପକ୍ଷୀ ଅମାନଙ୍କୁ ପ୍ରତକେ ମଙ୍ଗଳବାର ଓ ଶନିବାର ଦିନ ଦାନା ଖାଇବାକୁ ଦେଲେ ବହୁତ ଜଲ୍ଦି ରୁଣ ରୁ ମୁକ୍ତି ମିଳିଥାଏ । ତେବେ ଏହି ଉପାୟ ଟି ନିହାତି କରନ୍ତୁ ।
2- ପିମ୍ପୁଡି ମାନଙ୍କୁ ସବୁବେଳେ ଚିନୀ, ଗୁଡ ଓ ମିଠା ନାଡି ଖାଇବାକୁ ଦେଲେ ଜୀବନରେ ନାନା ସୁଖ ପ୍ରାପ୍ତ ହୋଇଥାଏ । ପିମ୍ପୁଡି ମାନଙ୍କୁ ମିଠା ଜାତୀୟ ଖାଦ୍ୟ ଦେଲେ ରୁଣ ରୁ ତୁରନ୍ତ ମୁକ୍ତି ମିଳିଥାଏ । ଏହି ଉପାୟ ଟି ନିଶ୍ଚୟ କରନ୍ତୁ ।
3- ମାଙ୍କଡ ମାନଙ୍କୁ ପ୍ରତକେ ମଙ୍ଗଳବାର ଓ ଶନିବାର ଦିନ ଚଣା ଖାଇବାକୁ ଦେଲେ ରୁଣ ରୁ ମୁକ୍ତି ମିଳିବା ସହ ସବୁ କଷ୍ଟ ଦୂର ହୋଇଥାଏ । ଏହା ସହ ପ୍ରଭୁ ହନୁମାନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।
4- ଯଦି କୁକୁର ମନାଙ୍କୁ ପ୍ରତି ଦିନ ବିଶେକ୍ତ ଓ ରୁଟି ଖାଇବାକୁ ଦେଲେ ରୁଣ ନାସ ହୋଇଥାଏ । ଏହା ସହ ଘରେ ଅସାନ୍ତି ଥିଲେ ବା କଳହ ଲାଗି ରହିଥିଲେ ତାହା ଦୂର ହୋଇଥାଏ । ସେଥିପାଇଁ ଏହି ଉପାୟ ଟି ନିଶ୍ଚୟ କରନ୍ତୁ ।