ଦେଶ- ବିଦେଶ

ଅନ୍ୟ ଲୋକର ଏହି ୫ଟି କାମ,ନିଜ ଘରେ କେବେବି କରିବାକୁ କୁହନ୍ତୁ ନାହିଁ,ନହେଲେ ଘରକୁ ଆସିବ ଗରିବୀ !

ବନ୍ଧୁଗଣ ଅନ୍ୟର ଏହି ୫ ଟି କାମ ନିଜ ଘରେ କଲେ ଆସିଥାଏ ଗରିବୀ। ଏଥିପାଇଁ ଏହିସବୁ ଭୁଲ କରନ୍ତୁ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକର ବାସ ହୋଇଥାଏ। ସମସ୍ତ ସ୍ଥାନରେ ନକରାତ୍ମକ ଏବଂ ସକାରାତ୍ମକ ଉର୍ଜା ଥାଏ ବୋଲି ବିଶ୍ୱାସ କରାଯାଏ। ଯେଉଁଠି ସକରାତ୍ମକ ଉର୍ଜା ବ୍ୟକ୍ତିର ସୁଖ ସମୃଦ୍ଧି ଉନ୍ନତିର ପ୍ରତୀକ ଅଟେ ତ ସେମିତି ଯେଉଁଠି ନକରାତ୍ମକ ଉର୍ଜାର ବାସ ହୋଇଥାଏ ସେଠାରେ ବ୍ୟକ୍ତିର ଦୁଃଖ ଦାରିଦ୍ର୍ୟତା ଏବଂ ଆର୍ଥିକ ସମସ୍ୟାର କାରଣ ବନିଥାଏ।

ନକରାତ୍ମକ ଶକ୍ତି ଯେକୌଣସି ଘରକୁ ନିଜର କବ୍ଜାରେ ଘେରି ପାରେ। ଅଚାନକ ଘରକୁ ଦୁଃଖର ପାହାଡ଼ ପଡିଥାଏ। ଖୁସି ଦେଖାଯାଏ ନାହିଁ। ଯେଉଁବି କାମ ପାଇଁ ଆଗକୁ ବଢ଼ନ୍ତି ତାହା ଅଟକି ଯାଇଥାଏ କିମ୍ବା ଖରାପ ହୋଇଯାଇଥାଏ। ବିନାକାରଣରେ ମନ ବିଚଳିତ ରହିଥାଏ ଘରର ସଦସ୍ୟ ସବୁ ରୋଗରେ ପଡିଯିବା। ଘରର ଜିନିଷ ଶୀଘ୍ର ଶୀଘ୍ର ଖରାପ ହୋଇଯାଇଥାଏ। ପୂଜାପାଠରେ ମନ ଲାଗିନଥାଏ। ପରସ୍ପର ଭିତରେ ମତଭେଦ ରହିଥାଏ। ତ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ଅଛି। ତ ଏଥିପାଇଁ ଏହି ୫ ଟି ଜିନିଷ ଘରକୁ ଆସିବାକୁ ଦିଅନ୍ତୁ ନାହିଁ।

ଅନ୍ୟର ନଖ ନିଜ ଘରେ କେବେବି କାଟିବାକୁ ଦିଅନ୍ତୁ ନାହିଁ। ଏମିତି ମାନ୍ୟତା ଅଛି ଯେ ନଖରେ ଥିବା ବ୍ୟକ୍ତିର ବିମାରୀ ଦେଖା ଯାଇଥାଏ। ନଖ ଦ୍ୱାରା ବ୍ୟକ୍ତିର ସ୍ୱାଭଵ ବି କେମିତି ଜଣା ଯାଇଥାଏ। ଏଥିପାଇଁ ଅନ୍ୟର ନଖ ନିଜ ଘରେ କାଟିବାକୁ ଦିଅନ୍ତୁ ନାହିଁ। ନଚେତ ବିମାରୀ ନିଜର ବାସ ବନେଇ ନେଇଥାଏ ଏବଂ ଗରବି ଆସିଯାଇଥାଏ।

ଯଦି କୌଣସି ଅନ୍ୟ ବ୍ୟକ୍ତିକୁ ନଜର ଲାଗିଛି ତ ନିଜ ଘରେ ନଜର ଉତାରନ୍ତୁ ନାହିଁ। କାରଣ ନଜର ଉତାରିବା ପରେ ଯେଉଁ ନକରାତ୍ମକ ଉର୍ଜା ବାହାରକୁ ବାହାରି ଥାଏ ତାହା ଆପଣଙ୍କ ଘରେ ବାସ ବନେଇ ନିଏ ତ ଏଥିପାଇଁ ସାବଧାନ ରୁହନ୍ତୁ। କୌଣସି ଅନ୍ୟର ନଜର ନିଜ ଘରେ କେବେବି ଉତାରିବାକୁ ଦିଅନ୍ତୁ ନାହିଁ।

ଯଦି ଭୁଲରେ ଅନ୍ୟ ବ୍ୟକ୍ତିର ଜୋତା ଚପଲ ବସ୍ତ୍ର ଆଦି ଆପଣଙ୍କ ଘରେ ରହିଯାଇଛି ତ ଯେତେ ଶୀଘ୍ର ପାରିବେ ତାହାକୁ ବାହାରକୁ ବାହାର କରିଦିଅନ୍ତୁ କିମ୍ୱା ଦେଇଦିଅନ୍ତୁ। ଅନ୍ୟ ବ୍ୟକ୍ତିର ଜୋତା ଚପଲ ବସ୍ତ୍ର ଆଦି ଘରେ ରହିଲେ ଘର ଭିତରେ ନେଗେଟିଭିଟି ଆସିଥାଏ। ଏହା ଦ୍ୱାରା ଘରର ମାହଲ ଖରାପ ହୋଇଯାଇଥାଏ। ଧୀରେ ଧୀରେ ପୁରା ଘର ସମସ୍ୟାରେ ଘେରି ହୋଇ ରହିଥାଏ। ଏଥିପାଇଁ ହୋଇଯାନ୍ତୁ ସାବଧାନ

ଆପଣଙ୍କ ଘର ସାମ୍ନାରେ ଲଢେ଼ଇ ଝଗଡା ହେଉଥିଲେ ଯେତେ ଶୀଘ୍ର ହେବ ତାହାର ସମାଧାନ କରନ୍ତୁ। ନଚେତ ଲଢେ଼ଇ ଝଗଡା ବଢିଲେ ଆପଣଙ୍କୁ ଲଜିତ ହେବାକୁ ପଡିଥାଏ। ଏଥିପାଇଁ ଏହି କଥା ପ୍ରତି ହୁଅନ୍ତୁ ସାବଧାନ।

ସ୍ୱାମୀ- ସ୍ତ୍ରୀଙ୍କ ରୁମକୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେୟାର କରିବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କ ମଧ୍ୟରେ ଦୂରତା ଆସିଥାଏ। ଏହା ଦ୍ବାରା ନକାରାତ୍ମଙ୍କ ଉର୍ଜାର ବାସ ହୋଇଥାଏ। ସ୍ୱାମୀ-ସ୍ତ୍ରୀଙ୍କ ରୁମକୁ ବହୁତ ପବିତ୍ର ମାନାଯାଏ। ଯଦି ଅନ୍ୟ କୌଣସି ବ୍ୟକ୍ତି ଏହି ରୁମକୁ ଅପବିତ୍ର କରିଦିଏ ତ ଏହାକୁ ବହୁତ ଅଶୁଭ ମାନାଯାଏ। ଏଥିପାଇଁ ରୁହନ୍ତୁ ସାବଧାନ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button