ଦେଶ- ବିଦେଶ

ସ୍ୱପ୍ନରେ ନାରୀଙ୍କୁ ଏହିପରି ଅବସ୍ଥାରେ ଦେଖିଲେ ଓ ସମ୍ଭୋଗ କରୁଥିବାର ଦେଖିଲେ କଣ ହୁଏ।

ବନ୍ଧୁଗଣ ଏହିପରି ଅବସ୍ଥାରେ ନାରୀଙ୍କୁ ସ୍ୱପ୍ନରେ ଦେଖିବାର ମାନେ କଣ ହୋଇଥାଏ ନାରୀରର କିଛି ଏପରି ସ୍ୱପ୍ନ ଆପଣଙ୍କୁ କୋଟିପତି କରିଦେଇପାରେ ଏବଂ କିଛି ଏହିପରି ସ୍ୱପ୍ନ ମଧ୍ୟ ରହିଥାଏ କି ଯାହା ଅତ୍ୟନ୍ତ ଅଶୁଭ ମଧ୍ୟ ହୋଇଥାଏ ଏବଂ କିଛି ଏପରି ସ୍ୱପ୍ନ ମଧ୍ୟ ରହିଥାଏ ଯାହାକି ଅତ୍ୟନ୍ତ ଅଶୁଭ ମଧ୍ୟ ହୋଇଥାଏ ଅବା ଆପଣଙ୍କୁ ବର୍ବାଦ ଆଡ଼କୁ ମଧ୍ୟ ଟାଣି ନେଇଥାଏ। ତେବେ ଆସନ୍ତୁ ଜାଣିନେବା ନାରୀଙ୍କୁ କିପରି ଅବସ୍ଥାରେ ଥିବାର ସ୍ୱପ୍ନ ଦେଖିଲେ କଣ ହୋଇଥାଏ।

ପରଦା ଢାଙ୍କି ହୋଇଥିବା ନାରୀର ସ୍ୱପ୍ନ। ଯଦି କୌଣସି ନାରୀ ମୁହଁରେ ପରଦା ଢାଙ୍କି ହୋଇଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣ ଅତ୍ୟନ୍ତ ସଜାଗ ହୋଇଯାଅନ୍ତୁ। କାହିଁକିନା ଆପଣଙ୍କର କେହି ଘନିଷ୍ଠ ବନ୍ଧୁ ଅବା ପରିବାରର କେହି ସଦସ୍ୟ ଆପଣଙ୍କୁ ଧକା ଦେଇପାରନ୍ତି। ଆପଣ କିପରି ସମ୍ପୂର୍ଣ ବର୍ବାଦ ହୋଇଯିବେ ସେଥିପାଇଁ ଷଡ଼ଯନ୍ତ୍ର ମଧ୍ୟ କରିଥାନ୍ତି। ଏଥିପାଇଁ ବହୁତ ସତର୍କ ରୁହନ୍ତୁ।

ସ୍ୱପ୍ନରେ କୌଣସି ନାରୀକୁ ପ୍ରେମ କରିବା। କୌଣସି ଯୁବକକୁ ଯଦି ସ୍ୱପ୍ନରେ କେହି କୁମାରୀ କନ୍ୟା ବାରମ୍ବାର ଦେଖା ଦେଉଛି ତେବେ ଏହା ତାଙ୍କର ମନରେ ଲୁଚି ରହିଥିବା ଇଚ୍ଛାକୁ ଦର୍ଶାଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ପୁରୁଷର ସ୍ୱପ୍ନରେ ନାରୀ ଆସିବା ଅବା ତାହା ସହିତ ପ୍ରେମ କରିବା ଏହା ଆପଣଙ୍କ ନାରୀ ପ୍ରତି ଆସକ୍ତି ହେବାର ସଂକେତ ହୋଇଥାଏ ଅବା ନାରୀ ପ୍ରତି ଆସକ୍ତି ଅଟନ୍ତି। ଏଣୁ ସ୍ୱପ୍ନରେ ବାରମ୍ବାର ନାରୀମାନେ ଦେଖାଦେଇଥାନ୍ତି

ବିବାହ ବସ୍ତ୍ରରେ କୌଣସି ନାରୀଙ୍କୁ ଦେଖିବା। ଯଦି ଆପଣ କୌଣସି ନାରୀଙ୍କୁ ବିବାହ ବସ୍ତ୍ରରେ ସଜେଇ ହୋଇଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହିପରି ସ୍ୱପ୍ନ ଦେଖିବା ଦ୍ୱାରା ଆପଣ ଏହା ବୁଝି ନିଅନ୍ତୁ କି ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି। ଏଣୁ ବହୁ ବେଶରେ ସଜେଇ ହୋଇଥିବା ନାରୀକୁ ସ୍ୱପ୍ନ ଦେଖିବା ଏହା ଧନୀ ହେବାର ସୂଚକ ହୋଇଥାଏ।

ସ୍ୱପ୍ନରେ ପରୀକୁ ଦେଖିବା। ଦୁନିଆରେ ସେହି ବ୍ୟକ୍ତି ଅତ୍ୟନ୍ତ ଖାସ ହୋଇଥାନ୍ତି ଯାହାର ସ୍ୱପ୍ନରେ ପରୀମାନେ ଆସିଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ପରୀ ଦେଖା ଦେଉଥାଏ ତେବେ ବୁଝି ନିଅନ୍ତୁ କି ଆପଣଙ୍କର ଭାଗ୍ୟ ଉଜ୍ଵଳମୟ ହେବାକୁ ଯାଉଅଛି ଅର୍ଥାତ ଖୁବ ଶୀଘ୍ର ଆପଣଙ୍କର ଜୀବନରେ ଅମାପ ଧନର ପ୍ରାପ୍ତିର ଯୋଗ ରହିଅଛି। ସ୍ୱପ୍ନରେ ପରୀକୁ ଦେଖିବା ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। କିନ୍ତୁ ଧ୍ୟାନ ଦେବେକି ଏହି ସ୍ୱପ୍ନ ବିଷୟରେ କାହାରିକୁ କହିବେ ନାହିଁ। ଆପଣଙ୍କ ଉପରେ ପରୀ ପ୍ରସନ୍ନ ରହିଥାନ୍ତି କିନ୍ତୁ ଏହି କଥା ପ୍ରଘଟ କଲେ ଆପଣ ଦରିଦ୍ର ହେବାକୁ ସମୟ ଲାଗିବ ନାହିଁ।

ସ୍ୱପ୍ନରେ ବିଧବା ନାରୀକୁ ଦେଖିବା। ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କେହି ସ୍ୱପ୍ନରେ ବିଧବା ନାରୀକୁ ଦେଖୁଥାଏ ଏହା ଅତ୍ୟନ୍ତ ଅଶୁଭ ସଂକେତ ହୋଇଥାଏ। ହୁଏତ ଆପଣଙ୍କର ଘରେ କୌଣସି ଖରାପ ଖବର ଶୁଣିବାକୁ ମିଳିବ ଅଥବା ଭୟଙ୍କର ରୋଗରେ ପଡିବାର ସଂକେତ ମଧ୍ୟ ଏହା ଦେଇଥାଏ।

ସ୍ୱପ୍ନରେ କାନ୍ଦୁଥିବା ନାରୀକୁ ଦେଖିବା ମଧ୍ୟ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏଥିପାଇଁ ସ୍ୱପ୍ନରେ କାନ୍ଦୁଥିବା ନାରୀକୁ ଦେଖିଲେ କୌଣସି ବଡ଼ ଧରଣର ବିପଦ ଆସିବାର ସଂକେତ ହୋଇଥାଏ। ଏଣୁ ଯଦି କୌଣସି ବି ଖରାପ ସ୍ୱପ୍ନ ଦେଖୁଥାନ୍ତି ତେବେ ତାହାକୁ ଅନ୍ୟକୁ ଜଣାଇ ଦିଅନ୍ତୁ ବା ଅନ୍ୟ ଆଗରେ ପ୍ରକାଶ କରିଦିଅନ୍ତୁ ଏହା ଦ୍ୱାରା ଖରାପ ସ୍ୱପ୍ନର ପ୍ରଭାବ ଦୂର ହୋଇଯାଏ ଏବଂ ଏହା ସହିତ ଏହିପରି ଅଶୁଭ ସ୍ୱପ୍ନ ମାନ ଆସୁଥିଲେ ଈଶ୍ୱରଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button