ଏହି ୩ଟି ରାଶିର ପୁଅଙ୍କୁ ପାଇବା ପାଇଁ ଝିଅ ମାନେ ହୁଅନ୍ତି ପାଗଳ-
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ରାଶି ଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ, ଯେଉଁ ମାନଙ୍କ ପ୍ରତି ଝିଅ ମାନେ ଶୀଘ୍ର ଆକର୍ଷିତ ହୋଇଯାନ୍ତି ଏବଂ ସେମାନଙ୍କୁ ପାଇବା ପାଇଁ ପାଗଳ ହୋଇଯାଇଥାନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ
ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀବନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ । ଭାଗ୍ୟଶାଳୀ ପୁରୁଷ ମାନଙ୍କୁ ତାଙ୍କ ଜୀବନରେ ସୁନ୍ଦର ଏବଂ ଗୁଣୀ ସ୍ତ୍ରୀ ମିଳିଥାଏ । କିନ୍ତୁ କେତେକ ବ୍ୟକ୍ତି ଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନ ସାଥି ମିଳି ନଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ରାଶି ଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ପାଇବା ପାଇଁ ଝିଅ ମାନେ ପାଗଳ ହୋଇଯାନ୍ତି ଏବଂ ସେମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାନ୍ତି ।
୧. ମିଥୁନ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ମିଥୁନ ରାଶି’ । ଏହି ରାଶିର ପୁଅ ମାନଙ୍କ ପ୍ରତି ଝିଅ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ନେଚର ର ହୋଇଥାନ୍ତି । ଏହା ସହିତ ଏମାନଙ୍କ ହୃଦୟ ଅତ୍ୟନ୍ତ କୋମଳ ହୋଇଥାଏ । ଏମାନେ ଝିଅ ମାନଙ୍କ ସହିତ କିପରି କଥାବାର୍ତ୍ତା କରିବା ଉଚିତ ଏବଂ କିପରି ବ୍ୟବହାର କରିବା ଉଚିତ ତାହା ଭଲ ଭାବରେ ଜାଣିଥାନ୍ତି । ଏମାନେ ଝିଅ ମାନଙ୍କ ମନ କଥାକୁ ପଢି ପାରନ୍ତି । ମିଥୁନ ରାଶିର ପୁଅ ମାନଙ୍କ ଏହି ଗୁଣ ଯୋଗୁଁ ଝିଅ ମାନେ ଏମାନଙ୍କୁ ପାଇବା ନିମନ୍ତେ ସର୍ବଦା ଚାହିଁଥାନ୍ତି