ଦେଶ- ବିଦେଶ

କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ ମିଳିଥାଏ ଏହି ସବୁ ଉପକାର।

ସବୁ ବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳି ଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବା ରେ ସାହାଯ୍ୟ କରି ଥାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍‌ ଗୁଣ ରହଛି। ଏଥି ପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତର ନିଖିଲ୍‌ ଶର୍ମାଙ୍କ ମତରେ ରାତିରେ ସବୁ ବେଳେ ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଅନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।

ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଇଲେ ମିଳିଥାଏ ଏହି ସବୁ ଉପକାର । ଆସନ୍ତୁ ଜାଣିବା ଏହା ବିଷୟରେ ।

ତୁଳସୀ ସହିତ ଗୋଲମରିଚ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଯାଏ।

ତୁଳସୀ ପତ୍ରରେ ଜୀରା ପାଉଡର ମିଶାଇ ଖାଇବା ଦ୍ୱାରା ଡିହାଇଡ୍ରେସନ୍‌ ର ସମସ୍ୟା ଦୂର ହୋଇଯାଏ।

ତୁଳସୀ ପତ୍ର ଚୋବାଇବା ଦ୍ୱାରା ମୁହଁର ଗନ୍ଧ ଦୂର ହୋଇଯାଏ।

ତୁଳସୀ ପତ୍ର ଗୁଣ୍ଡ କରିକି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button