ଜ୍ୟୋତିଷ

Hastrekha : ଆଙ୍ଗୁଠିରେ ଶଙ୍ଖ, ଚକ୍ର ଏବଂ ସିପ ଚିହ୍ନ ଥିଲେ କଣ ଏହାର ମହତ୍ତ୍ଵ, ସମସ୍ତେ ଜାଣିରଖନ୍ତୁ

ଆଶନ୍ତୁ ଜାଣିବା ଆମ ହାତର ଅଂଘୁଠି ରେ ଥିବା ଶଙ୍ଖ ଚକ୍ର କିମ୍ବା ସିପ ଏହି ଚିହ୍ନ ଆମ ବୁଡ଼ା ଆଂଗୁଠି ରେ ଥିଲେ ତେବେ ଏହା ଆମ ଜୀବନରେ କଣ ପ୍ରଭାବ ପକେଇଥାଏ |

ଯଦି ଆପଣଙ୍କ ହାତରେ ଚକ୍ର ଚିହ୍ନ ଅଛି ତା ହେଲେ ଆପଣ ଲୋକ ମାନଙ୍କ ସହ ମିଶିବାକୁ ଭଲ ପାଆନ୍ତି ଆପଣଙ୍କର ପ୍ରଭାବ ହୋଇଥାଆ ସମାଜ ରେ ଆପଣଙ୍କୁ ମାନ ସମାଜ ମିଳିଥାଆ ଆଦର ମିଳିଥାୟ ଅନେକ ଲୋକ ଏମାନଙ୍କ ପସନ୍ଦ କରିଥାନ୍ତି ଯେଉମାନ ଙ୍କ ହାତରେ ଏଭଳି ଚକ୍ର ଚିହ୍ନ ଅଛି |

ଯଦି ଆପଣଙ୍କ ହାତରେ ଶଙ୍କ ଚିହ୍ନ ଥିଲେ ଶୁକ୍ର ଗ୍ରହ ମାଜୁବୁତ ଥାୟ ଆପଣ ମାନେ କଳା କ୍ଷେତ୍ର ରେ ଆଗେଇବ ଆପଣ ମାନେ ନାରୀ ମାନଙ୍କ ପ୍ରତି ଅଧିକ ଆକର୍ଶଣ ରହିବେ ଆପଣ ଙ୍କ ବେବହାର ରେ ମଧ ଶାଳୀନତା ଦେଖିବାକୁ ମିଳିଥାୟ ଆପଣ ମାନେ ଲୋକ ମାନଙ୍କ ପ୍ରତି ଭଲ ସାନମାନ ଦେଖିଥାନ୍ତି ଏହି ଭଳି ଲୋକ ମାନେ ଟିକେ ଜିଦ ଖୋର ହୋଇଥାନ୍ତି ଯାହା କାହିବେ ତାହା କରିବାକୁ ଲାଗିପଡନ୍ତି ଏବଂ କରିବାକୁ ବହୁତ ଚେଷ୍ଟା କରିଥାନ୍ତି |

ଯଦି ଆପଣ ଙ୍କ ହାତରେ ସିପଚିହ୍ନ ଅଛି ତା ହେଲେ =ଏମାନେ ନିଜ ପରିବାର କୁ ଆଉ ଜୀବନ ସାଥି କୁ ବହୁତ ଭଲ ପାଇଥାନ୍ତି ଏମାନେ ସବୁ ଅସୁବିଧା ର ସମାଧାନ କରିଥାନ୍ତି ସାଥିପାଇଁ ଏମାନେ ଲୋକ ମନଙ୍କର ଆଦର ହୋଇଥାନ୍ତି ଯୋଉଁ କାମ କରନ୍ତୁ ନା କାହିଁକି ସେ କାମ ଭଲ କରିଥାନ୍ତି ଜୀବନରେ ଉନତି କରିଚାଲନ୍ତି ମନ କୋମଳ ହୋଇଥାଆ ସେଥିପାଇଁ ଅନେକ ଲୋକ ଆକର୍ଶିତ ହୋଇଥାନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button