ରାଜନୀତି

ମୁନ୍ନା ଖାଁଙ୍କ ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା

ମାର୍କେଟକୁ ଗୁଗଲି ଛାଡୁଛି ବିଜେଡି ! ବିଜେପି କହୁଛି, ବିଜେଡି ରହିବନି। ସେହିଭଳି ବିଜେଡି କହୁଛି, ଆମେ ସରକାର କରିବୁ । ବିଜେଡି ସାଂସଦ ମୁନ୍ନା ଖାଁ କହିଲେ, ବିଜେଡି ଲିଙ୍କରେ 14 ବିଜେପି ବିଧାୟକ । ଏମାନଙ୍କୁ ନେଇ ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ବିଜେପି କହିଲା, ମୁନ୍ନା ଖାଁଙ୍କର ଏଭଳି ମନ୍ତବ୍ୟ ମିଡିଆ ଷ୍ଟଣ୍ଟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button