ରାଜ୍ୟ

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତକୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର, ୧୭/୧୦ : ବାରିପଦା ମରୋଡ଼ା ଥାନା ଅଞ୍ଚଳରେ ଘଟିଛି ଲଜ୍ଜ୍ୟାଜନକ ଘଟଣା । ମେଳା ବୁଲିବାକୁ ଯାଇଥିବା ଜୈନିକ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ରାସ୍ତାକଡରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର ।

ଅନ୍ୟପଟେ ପୀଡିତାଙ୍କ ବାପା ମୋରଡ଼ା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣି ଏତଲା ଦେଇଛନ୍ତି । ମୋରଡା ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି

Related Articles

Leave a Reply

Your email address will not be published. Required fields are marked *

Back to top button