ରାଜ୍ୟ
ଟ୍ରେନ ଧକ୍କାରେ ହାତୀ ମୃତ, ପାରି ହେଉଥିଲେ ରେଳ ଲାଇନ

ରାଉରକେଲା,୧୪।୧୦ : ରାଉରକେଲାରେ ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ଘଟିଛି। ବନ୍ଧମୁଣ୍ଡା ଆର କ୍ୟାବିନ ନିକଟରେ ଏହି ଘଟଣା ଘଟିଛି। ହାତୀ ଗୋଠରେ ୨୩ ହାତୀ ଥିଲେ। ଘଉଡାଇବା ସମୟରେ ହାତୀଗୁଡିକ ଟ୍ରେନ ଲାଇନ ପାରି ହେଉଥିଲେ। ଏହି ସମୟରେ ଟ୍ରେନ ଧକ୍କା ଦେବାରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି।




