ରାଜ୍ୟ

ଧାମନଗରରୁ ଉଠିଲା ଧାରା ୧୬୩

ଧାମନଗର: ଭଦ୍ରକଜିଲ୍ଲାଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଠାଇଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇଉଠିଥିଲା।

ଏହାପରେ ସେଠାରେ ଧାରା ୧୬୩ ଲଗାଯାଇଥିଲା।ପୁଲିସଡିଜିୱାଇ.ବିଖୁରାନିଆଧାମନଗର ଏନଏସିରେ ସ୍ଥିତିରସମୀକ୍ଷାକରିଥିଲେ।ସେବରିଷ୍ଠଅଧିକାରୀମାନଙ୍କସହଧାମନଗରଥାନାରେଆଲୋଚନାକରିଥିଲେ।ଏଥିରେପୂର୍ବାଞ୍ଚଳଡିଆଇଜିଓଭଦ୍ରକଏସ୍ପିମଧ୍ୟଉପସ୍ଥିତଥିଲେ।ସମୀକ୍ଷାପରେଶାନ୍ତିଶୃଙ୍ଖଳାରକ୍ଷାକରିବାକୁଡିଜିପିନିବେଦନକରିଥିଲେ।ସୋସିଆଲମିଡିଆପୋଷ୍ଟକୁନେଇଉତ୍ତେଜନାପରେସ୍ଥିତିସମୀକ୍ଷାକରାଯାଇଥିଲା।ଏହିଅବସରରେସେକହିଥିଲେ, ଅଯଥାସୋସିଆଲମିଡିଆପୋଷ୍ଟରେକମେଣ୍ଟକରନ୍ତୁନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button