ସ୍ୱାସ୍ଥ୍ୟ

ଦୁର୍ବଳ ମସ୍ତିସ୍କ, ସ୍ମରଣ ଶକ୍ତି, ଭୁଲିବା ରୋଗ, ମସ୍ତିସ୍କ ଶକ୍ତି ବଢିବା ସହ ସବୁକିଛି ମନେ ରହିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି 2ଟି ଜିନିଷ ବିଷୟରେ କହିବୁ ଯାହାର ସେବନ କରିବା ଦ୍ଵାରା ଆପଣଙ୍କ ମସ୍ତିକ କମ୍ପ୍ୟୁଟର ଠାରୁ ଅଧିକ ଚାଲିବ । ମସ୍ତିସ୍କର ଫାଷ୍ଟ ଚାଲିବ ଏବଂ ଭୁଲିବା ଭଳି ସମସ୍ଯା ସଂପୂର୍ଣ୍ଣ ଠିକ ହେବ । ଆମ ଶରୀର ପାଇଁ ମସ୍ତିସ୍କ କେତେ ଜରୁରୀ ଏହା କହିବାର ଆବଶ୍ୟକ ନାହି । ଭାବିବା, ବୁଝିବା, ମନେ ରଖିବା, ହରମୋନକୁ କଣ୍ଟ୍ରୋଲ କରିବା ଆମ ମସ୍ତିକ୍ସ୍ର କାମ ହୋଇଥାଏ ।

ସେଥିପାଇଁ ମସ୍ତିଷ୍କ ଶକ୍ତିଶାଳୀ ହେବା ନିହାତି ଜରୁରୀ । ଏବେ ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା ଓ ଏହାର ସେବନ କିପରି କରିବା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ କାଜୁବାଦାମ । ଏଥିରେ ମ୍ୟାଗ୍ନେସିୟମ, ଜିଙ୍କ, ଭିଟାମିନ ବି-6 ଭଳି ଅନେକ ନ୍ୟୁଟ୍ରସନ ମିଳିଥାଏ । ଯାହା ମସ୍ତିସ୍କକୁ ଷ୍ଟ୍ରେନ୍ଥ ରଖିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ପିସତା ବାଦାମ ବା ଆଲମଣ୍ଡ ।

ବିଶେଷଜ୍ଞଙ୍କ ଅନୁଯାୟୀ ପିସ୍ତା ବାଦାମ ଖାଇବା ଦ୍ଵାରା ମେମୋରୀ ପାୱାର ବଢିଥାଏ । ଏହା ଆମ ବ୍ରେନ କାର୍ଯ୍ୟକୁ ବଢାଇଥାଏ ଓ ମସ୍ତିସ୍କକୁ ଊର୍ଜା ପ୍ରଦାନ କରିଥାଏ । ଏଥିପାଇଁ 15ଟି ବାଦାମର ଆବଶ୍ୟକ ପଡିବ । ଏବେ ଆପଣ ଏହି 2ଟି ସାମଗ୍ରୀକୁ ତାୱା ରେ ପକାଇ ବ୍ରାଉନ ରଙ୍ଗ ହେବା ଯାଏଁ ଭାଜନ୍ତୁ । ଏହାକୁ ଆପଣ ଅଳ୍ପ ସମୟ ଯାଏଁ ରୋଷ୍ଟ କରନ୍ତୁ ନାହି ।

ଏବେ ଆପଣ ତୃତୀୟ ସାମଗ୍ରୀର ଜରୁରତ ଅଛି ତାହା ହେଉଛି କଖାରୁ ମଞ୍ଜି ବା ପମ୍ପକୀନ ସିଡ୍ସ । ଏଥିରୁ ଭିଟାମିନ-ସି, ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପିଓଟାସିୟମ, ପ୍ରୋଟିନ ଭଳି ତତ୍ତ୍ଵ ମିଳିଥାଏ ଯାହା ହାର୍ଟକୁ ଠିକ କରିଥାଏ । ଏହା ରକ୍ତକୁ ସଫା କରିଥାଏ । ଦୁଇ ଚାମଚ ବୋଇତାଳୁ ମଞ୍ଜି ନେଇ ଏହାକୁ ଭାଜନ୍ତୁ । ଏବେ 3ଟି ସାମଗ୍ରୀ ଭଲରେ ଥଣ୍ଡା ହେବା ପରେ ଏହାର ଫାଇନ ପାଉଡର ରେଡି କରନ୍ତୁ ।

ଏହାକୁ ମିଠା କରିବାକୁ ଅଳ୍ପ ମିଶ୍ରି ଆଡ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆପଣ ଏହାକୁ କାଚ ଜାର ରେ ଷ୍ଟୋର କରି ରଖି ପାରିବେ । ଏହି ପାଉଡର ଆପଣଙ୍କର ସ୍ମରଣ ଶକ୍ତି ବଢାଇବା ଯାହା ଦ୍ଵାରା ଆପଣଙ୍କ ଶରୀର ମଧ୍ୟ ଠିକ ରହିବ । ରେମେଡି କୁ 8 ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତି ସେବନ କରି ପାରିବେ । ଏଥିପାଇଁ ଆପଣ ଏକ ଗ୍ଳାସ ଉଷୁମ କ୍ଷୀର ନିଅନ୍ତୁ ।

ଯଦି ଛୋଟ ପିଲା ଙ୍କୁ ଦେଉଛନ୍ତି ତେବେ ଏଥିରୁ ଅଧା ଚାମଚ ଓ ବଡ ଲୋକଙ୍କୁ ଦେଉଥିଲେ ଏକ ଚାମଚ ଦିଅନ୍ତୁ । ଆପଣ ଏହି ଗୁଣ୍ଡ କୁ କ୍ଷୀର ରେ ମିଶାଇ ସକାଳେ ବା ଦିନରେ ସେବନ କରି ପାରିବେ । ଏହାକୁ ଆପଣ ରାତିରେ ସେବନ କରନ୍ତୁ ନାହି । ଦେଖିବେ ଆପଣଙ୍କ ମଷ୍ଟିକ୍ସ ତୀବ୍ର ଗତିରେ ଚାଲିବାକୁ ଲାଗିବ ଓ ସ୍ମରଣ ଶକ୍ତି ତେଜ ହେବ । ଏହା ସହ ମେମୋରୀ ପାୱାର ବଢିବ ।

Related Articles

Leave a Reply

Your email address will not be published. Required fields are marked *

Back to top button