ଦେଶ- ବିଦେଶ

ସାରା ଦୁନିଆ ଜାଣିଛି ସଂସାରରେ ସବୁଠାରୁ ବଡ଼ ପା-ପ କଣ , ଯାହା ସମସ୍ତେ କରିଥାନ୍ତି ।

ବନ୍ଧୁଗଣ ଯେତେବେଳେ ପା-ପ ପୁ-ଣ୍ୟର କଥା ଆସେ ସେତେବେଳେ ଲୋକମାନେ ପୁ-ଣ୍ୟ କରୁବା ପାଇଁ ଚାହିଁଥାଆନ୍ତି। କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନାଁ କିଛି ପା-ପ ପୁ-ଣ୍ୟ ନିଶ୍ଚିତ କରିଥାନ୍ତି। ପ୍ରତ୍ୟକ ପା-ପ କ-ର୍ମର ଫଳ ଆମକୁ ସାତ ଜନ୍ମ ପର୍ଯ୍ୟନ୍ତ ଭୋଗ କରିବାକୁ ପଡିଥାଏ। ସଂସାରରେ ବିଭିନ୍ନ ପ୍ରକାରର ଲୋକେ ରହିଥାନ୍ତି। ସେଥି ମଧ୍ୟରୁ ଅନେକ ଲୋକ କେବଳ ପା-ପ କ-ର୍ମରେ ଲି-ପ୍ତ ରହିଥାନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ପୁ-ଣ୍ୟ କରିଥାନ୍ତି। କେବେବି କୌଣସି ପା-ପ କରନ୍ତି ନାହିଁ ଏବଂ କାହାକୁ ମଧ୍ୟ ପା-ପ କ-ର୍ମ କରିବା ପାଇଁ ଦିଅନ୍ତି ନାହିଁ। ତେବେ ଆଜି ଆମେ ଆପଣମାନଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ସଂସାରର ସବୁଠାରୁ ବଡ଼ ପା-ପ କଣ ଅଟେ। ତେବେ ଆସନ୍ତୁ ଜାଣିବା।

Google

ଶାସ୍ତ୍ର ଅନୁସାରେ ସଂସାରରେ ସବୁଠାରୁ ବଡ଼ ପା-ପ ହେଉଛି ନାରୀକୁ ଅପ-ମା-ନିତ କରିବା। ଭଗବାନ ନିଜେ କହିଛନ୍ତି ଯେ ସଂସାରରେ ସବୁଠାରୁ ବଡ଼ ପା-ପ ହେଉଛି ଯେଉଁ ବ୍ୟକ୍ତି ନାରୀର ଜୀବନ ସହିତ ଖେଳ ଖେଳେ। ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ଼ ଶକ୍ତି। କାହିଁକିନା ଜଣେ ନାରୀ ଅନେକ କଷ୍ଟ ସହି ଆମକୁ ଏ ଦୁନିଆରେ ନୂତନ ଜନ୍ମ ଦେଇଥାଏ। ନାରୀ ସବୁଠାରୁ ଅଧିକ ପୂଜନୀୟ ଅଟେ। ତେବେ ସେପରି ଏକ ଶକ୍ତିର ଅପ-ମାନ ସମ୍ପୂର୍ଣ ରୂପେ ବ୍ର-ମହା-ଣ୍ଡରେ ବ-ର୍ବାଦ ସହିତ ସମାନ ହୋଇଥାଏ। ଭଗବାନଙ୍କର କହିବା ଅନୁସାରେ ନାରୀଙ୍କୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିଙ୍କୁ ପୁ-ଣ୍ୟ ପ୍ରା-ପ୍ତି ହୋଇଥାଏ। ତେବେ ଯେଉଁ ପୁରୁଷ ନାରୀଙ୍କୁ ଅପ-ମାନ କରେ ତେବେ ସେ ଏହି ଦୁନିଆରେ ସବୁଠାରୁ ବଡ଼ ପା-ପର ଭାଗିଦାର ହୋଇଥାଏ। ତେବେ ସଂସାରରେ ସବୁଠାରୁ ବଡ଼ ପା-ପ ହେଉଛି ନାରୀ ମାନଙ୍କୁ ଅସ-ମ୍ମାନ କରିବା। ଏହି ପା-ପରୁ ଦୁରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ଆପଣଙ୍କ ଆଖପାଖରେ ଥିବା ସମସ୍ତ ନାରୀଙ୍କୁ ସମ୍ମାନ କରନ୍ତୁ। ତେବେ ଆସନ୍ତୁ ଜାଣିବା ପା-ପରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ ବିଷୟରେ। ପ୍ରତ୍ୟକ ମଣିଷ ପ୍ରଥମ ନାରୀ ଭାବରେ ନିଜ ମାତାଙ୍କୁ ପାଇଥାଆନ୍ତି। ଆପଣ ମାନେ ପ୍ରତ୍ୟକ ଦିନ ନିଜ ମାଙ୍କର ସେବା କରନ୍ତୁ। ଏବଂ ତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ। ଏହା ଦ୍ବାରା ଆପଣ ମାନଙ୍କ କରିଥିବା ସମସ୍ତ ପା-ପରୁ ମୁ-କ୍ତି ପାଇପାରିବେ। ତେବେ ବନ୍ଧୁଗଣ ଏହା ଥିଲା ସଂସାରର ସବୁଠାରୁ ବଡ଼ ପା-ପ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button