ଦେଶ- ବିଦେଶ

ସ୍ତ୍ରୀ ଙ୍କୁ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ଏହି 2 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଯେତେବେଳେ ଜଣେ ଛୁଆ ଜନ୍ମଗ୍ରହଣ କରିଥାଏ ସେତେବେଳେ ତା’ର କୌଣସି ବ୍ୟକ୍ତି ସହିତ କୌଣସି ସମ୍ପର୍କ ଜଡ଼ିତ ହୋଇନଥାଏ । କିନ୍ତୁ ଯେତେବେଳେ ସେ ଧୀରେଧୀରେ ବଡ଼ ହୋଇଥାଏ ତା’ ସହିତ ଅନେକ ସମ୍ପର୍କ ଯୋଡ଼ା ହୋଇଥାଏ ।

ମନୁଷ୍ୟ ଚାହିଁଲେ ମଧ୍ୟ ସେହି ସମ୍ପର୍କ ରୁ ଦୁରେଇ ପାରି ନଥାଏ । ବିବାହ ପୂର୍ବରୁ ଜଣେ ବ୍ୟକ୍ତି ପାଇଁ ତା’ର ମାତାପିତା ହିଁ ସବୁକିଛି ଥାଆନ୍ତି । କିନ୍ତୁ ବିବାହ ପରେ ସେ ଏକ ନୂତନ ବନ୍ଧନ ରେ ବାନ୍ଧି ହୋଇଯାଇଥାଏ । ବିବାହ କୁ ନେଇ ଜଣେ ପୁଅ ଓ ଝିଅ ଉଭୟ ଙ୍କ ମନରେ ନିଜ ଜୀବନସାଥୀ ଙ୍କୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠିଥାଏ । ସେମାନେ ଚାହାନ୍ତି ତାଙ୍କ ଜୀବନ ସାଥି ତାଙ୍କୁ ବହୁତ ଭଲ ପାଇବା ଏବଂ ଖୁସି ପ୍ରଦାନ କରୁ । ଉଭୟ ଚାହାନ୍ତି ଯେ, ଜୀବନ ର ସମସ୍ତ ପରିସ୍ଥିତି ରେ ଉଭୟ ପରସ୍ପର ଙ୍କ ସହିତ ରୁହନ୍ତୁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତ୍ନୀ ଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ତାଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରନ୍ତି । ଏହା ସହିତ ତାଙ୍କୁ ମାନ ସମ୍ମାନ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ସବୁ ତଥ୍ୟ ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “A” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ବଡ଼ ହୋଇଥାଏ । ଏମାନେ ନିଜ ପତ୍ନୀ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନିଅନ୍ତି । ଏମାନେ ନିଜ ପତ୍ନୀ ଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ।

ଏମାନଙ୍କ ପତ୍ନୀ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି ନାମର ପୁରୁଷ ନିଜ ସମ୍ପର୍କ ପ୍ରତି ସର୍ବଦା ଇମାନ୍ଦାର ରୁହନ୍ତି ଏବଂ ଏହା ସତ୍ୟ ଯେ, ଏମାନେ ନିଜ ପତ୍ନୀ ଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button