ଦେଶ- ବିଦେଶ

ଧଳା କେଶକୁ ମୂଳରୁ ଏତେ କଳା ଆଉ ସୁନ୍ଦର ବନେଇଦେବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ, କେବଳ କରନ୍ତୁ ଏହି ଦେଶୀ ଉପାୟ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଘରୋଇ ଉପାୟ ନେଇ ଆସିଅଛୁ ଯାହା ସଂପୂର୍ଣ୍ଣ ନ୍ୟାଚୁରାଲ ଅଟେ । ଏହା ଆୟୁର୍ବେଦିକ ମଧ୍ୟ ଅଟେ । ଏହି ଉପାୟ ଟି ପ୍ରୟୋଗ କରିବା ଦ୍ଵାରା ଆପଣ କେବେଳ ପ୍ରଥମ ସପ୍ତାହରେ ହିଁ ଏହାର ସୁପ୍ରଭାବ ଅନୁଭବ କରି ପାରିବେ । ଯେଉଁ ମାନଙ୍କ କେଶ ଧଳା ହୋଇଯାଇଅଛି ଏହା ସେମାନଙ୍କ ନିମନ୍ତେ ମଧ୍ୟ ଏବଂ ଯେଉଁମାନେ ନିଜ କେଶ କୁ ଆହୁରି କଳା ବନାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ପ୍ରୟୋଗ କରି ପାରିବେ । ଆସନ୍ତୁ ତେବେ ଜାଣିନେବା ସେହି ଆୟୁର୍ବେଦିକ ଉପାୟ ଟି କଣ ?

ଏହି ଘରୋଇ ଉପାୟ ଟି ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ପ୍ରଥମେ ନଡିଆ ତେଲ ର ଆବଶ୍ୟକ ହେବ । ନଡିଆ ତେଲ ଆମ୍ଭ କେଶ ନିଅମନ୍ତେ ବହୁତ ଲାଭଦାୟକ ଅଟେ । ଆପଣ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଏଥିରେ ଭିଟାମିନ-E ଭରପୁର ମାତ୍ରାରେ ଥିବା ବେଳେ ଏହା ଆପଣଙ୍କ କେଶ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଦ୍ଵିତୀୟ ରେ ଆପଣ ଲେମ୍ବୁ ନିଅନ୍ତୁ । ଲେମ୍ବୁ କୁ ନେଇ ଆପଣ ତାକୁ ମଝିରୁ ଫାଳ କରି ଦିଅନ୍ତୁ । ଏଥିରେ ସାଟ୍ରିକ ଏ-ସି-ଡ ରହିଥାଏ ।

ଏଥିରେ ଏଭଳି ତତ୍ଵ ରହିଥାଏ ଯାହା କେଶ କୁ କଳା କରିବା ନିମନ୍ତେ ବହୁତ ଲାଭଦାୟକ ଅଟେ । ଆପଣ ଲେମ୍ବୁକୁ କାଟି ଅଧ ଚାମଚ ରୁ ଟିକିଏ କମ ରସ ନିଅନ୍ତୁ । ଏହାପରେ ଆପଣ ସଦାବାହାର ଫୁଲ କୁ ନିଅନ୍ତୁ । ପ୍ରାଏ ୩ ରୁ ୪ ଫୁଲ ନିଅନ୍ତୁ ଏବଂ ୩ ରୁ ୪ ସଦାବାହର ର ପତ୍ର କୁ ନିଅନ୍ତୁ । ଏହାକୁ ନେଇ ଆପଣ ବାଟି ଦିଅନ୍ତୁ । ଆପଣ ଏହାକୁ ଛେ-ଚି ପେଷ୍ଟ ମଧ୍ୟ ବନାଇ ପାରିବେ ।

 

ସଦାବାହାର ଫୁଲ ଏବଂ ପତ୍ର କୁ ଛେ-ଚି ଏକ ଚମଚ ଏହାର ପେଷ୍ଟ ନିଅନ୍ତୁ । ଏହାପରେ ଏହିସବୁ ମିଶ୍ରଣକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ରାତିରେ ଶୋ-ଇ-ବା ପୂର୍ବରୁ ଏହି ତେଲ ଅଥବା ଏହି ମିଶ୍ରଣ କୁ ନିଜ କେଶ ର ମୂଳରେ ଭଲ ଭାବରେ ମାଲିସ କରନ୍ତୁ । ନୀତିଦିନ ଆପଣ ଏହି ମିଶ୍ରଣ ବନାଇ ନିଜ କେଶ ରେ ମାଲିସ କରି ରାତିସାରା ଏହିଭଳି ଭାବରେ ଛାଡି ଦିଅନ୍ତୁ ।

ଏହାପରେ ଆପଣ ସକାଳେ କେଶ ଧୋଇ ଦିଅନ୍ତୁ । ମାତ୍ର ସବୁଦିନ ଏଭଳି ନ କରି ପାରିଲେ ଆପଣ ଦିନେ ଛଡା ଦିନେ ଏହାର ପ୍ରୟୋଗ କରନ୍ତୁ । ଏକ ସପ୍ତାହ ମଧ୍ୟରେ ଆପଣଙ୍କୁ ଏହାର ଲାଭ ପରିଲକ୍ଷିତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button