ଦେଶ- ବିଦେଶ

ସ୍ଵପ୍ନରେ ଭଗବାନ ଶିବଙ୍କୁ ଦେଖିବାର ଅର୍ଥ କଣ, ଆସନ୍ତୁ ଜାଣିବା

ବନ୍ଧୁଗଣ ଆମେ ପ୍ରତ୍ଯେକ ଦିନ ଅନେକ ପ୍ରକାର ସ୍ଵପ୍ନ ଦେଖିଥାଉ। ଆପଣଙ୍କୁ ଏହି ସ୍ଵପ୍ନରେ ଅନେକ କିଛି ସଂକେତ ମିଳିଥାଏ। ଆଜି ଆମେ ଜାଣିବା କେଉଁ ପ୍ରକାର ସ୍ଵପ୍ନରୁ କେଉଁ ପ୍ରକାର ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବନ୍ଧୁଗଣ ଭଗବାନ ଶିବ ଓ ମାତା ପାର୍ବତୀ ଏକ ସାଙ୍ଗରେ ଯଦି ସ୍ଵପ୍ନରେ ଦେଖାଦିଅନ୍ତି ତେବେ ଆପଣଙ୍କ ଉପରେ ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି। ଏବଂ ଧନ ମିଳିବାର ଯୋଗ ମଧ୍ୟ ରହିଛି। ଏବଂ ଆପଣଙ୍କୁ କୌଣସି ଖୁସି ଖବର ମଧ୍ୟ ମିଳିପାରେ। ଅନେକ ସ୍ଵପ୍ନ ଖୁବ ଶୁଭ ଦାୟକ ହୋଇଥାଏ। ଯଦି ଆପଣଙ୍କୁଙ୍କୁ ସ୍ଵପ୍ନରେ ଭଗବାନ ଶିବ ତା-ଣ୍ଡବ କରୁଥିବାର ଦେଖାଦିଅନ୍ତି ତେବେ ଆପଣଙ୍କ ଜୀ-ବନରେ ଆସୁଥିବା ସମାସ୍ୟର ଖୁବ ଶୀଘ୍ର ଅନ୍ତ ହୋଇଯିବ।

Google

ସେହିପରି ଯଦି ଆପଣ ସ୍ଵପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ। ଏମିତି ସ୍ଵପ୍ନର ଅର୍ଥ ହେଲା ଆପଣ କୌଣସି ଲକ୍ଷ୍ୟରେ ଆଗକୁ ବଢୁଛନ୍ତି ଏଥିରେ ଆପଣ ନିଶ୍ଚିତ ସଫଳ ହେବେ। ଯଦି ଆପଣ କେବେ ଭଗବାନ ଶିବଙ୍କର ସ୍ଵପ୍ନ ଦେଖୁଛନ୍ତି ତେବେ ସକାଳୁ ଉଠି ପ୍ରଥମେ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ନିତ୍ୟକ୍ରମ ସାରି ଭଗବାନଙ୍କର ଦର୍ଶନ କରନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button