ଦେଶ- ବିଦେଶ

ସକାଳୁ ଉଠି କହି ଦିଅନ୍ତୁ ଏହି ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ, ଯାହା ଚାହିଁବେ ତାହା ପାଇବେ…

ସକାଳୁ ଉଠି କହି ଦିଅନ୍ତୁ ଏହି ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ, ଯାହା ଚାହିଁବେ ତାହା ପାଇବେ…

ବନ୍ଧୁଗଣ ସକାଳୁ ମନ୍ତ୍ର ଜପ କରିବା ସାକ୍ଷାତ ଆପଣଙ୍କ ଘରୁ ଦାରିଦ୍ରତା ଦୂର କରିବା ବୋଲି ମାନାଯାଏ । କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ ସେଠାରେ ଦୁଖ, ଦାରିଦ୍ରତା ଆସେ ନାହି । କାରଣ ଆଜିକା ସମୟରେ କିଛି ନା କିଛି ରୂପେ ବ୍ୟକ୍ତିକୁ ମାନସିକ ଚିନ୍ତା ହୋଇଥାଏ । ଏହା କାରଣରୁ ଆର୍ଥିକ କ୍ଷତି ହୋଇଥାଏ । ବ୍ୟାପାରରେ, ପରିବାରରେ କିଛି ଅସୁବିଧା ସୃଷ୍ଟି ହୋଇଥାଏ ।

ସେଥିପାଇଁ ସକାଳୁ ଉଠିବା ପରେ ଏହି ମନ୍ତ୍ର କହିବା ଦ୍ଵାରା ବିନା ପୂଜାରେ ବି ସବୁ ଇଚ୍ଛା ପୂରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମନ୍ତ୍ର ଜପ କରିଲେ ଆପଣ ସବୁ କିଛି ପାଇପାରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଆଜି ଆମେ ଆପଣଙ୍କୁ କହିବୁ ଦେବାଧିଦେବ ମହାଦେବ ଙ୍କ ମନ୍ତ୍ର ବିଷୟରେ । ମହାଦେବଙ୍କ ଠାରେ ଏତେ ଶକ୍ତି ଥାଏ କି ସେ ଆମର ଟିକେ ପ୍ରାର୍ଥନା ରେ ସବୁ ଇଚ୍ଛା ପୂରଣ କରିଥାନ୍ତି ।

ଏହି ମନ୍ତ୍ର ଜରିଆରେ ଆପଣଙ୍କ ଜୀବନର ସବୁ ଶକ୍ତି କୁ ଜୀବନରେ ଦେଖିବାକୁ ପାଇପାରିବେ । ମହାଦେବ ଙ୍କ ମନ୍ତ୍ର ଜପ ପୂର୍ବରୁ ତାଙ୍କ ଅବତାର ପ୍ରଭୁ ହନୁମାନ ଙ୍କ ମନ୍ତ୍ର ଜପ କରିବା ଉଚିତ । କାରଣ ସବୁଠୁ ଅଧିକ ଶକ୍ତି ଓ କଳିଯୁଗରେ ଥିବା ଦେବତା ହେଉଛନ୍ତି ହନୁମାନ । ସକାଳୁ ଉଠିବା ପରେ ଉତ୍ତର ଦିଗକୁ ମୁଖ କରି ବସନ୍ତୁ । ଗୋଟେ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ଜୀବନରେ କିଛି ଦୁଖ ରହିବ ନାହି ।

ଆପଣଙ୍କର ସବୁ ସଙ୍କଟ ଦୂର ହେବ । ହନୁମାନ ଚାଳିଶା ପାଠ କରିବା ଦ୍ଵାରା କେହି ଅନିଷ୍ଟ ଚିନ୍ତା କରୁଥିଲେ କିଛି ପରିଣାମ ମିଳିବ ନାହି । କୌଣସି କାମରେ ଆପଣ ବିଜୟ ପ୍ରାପ୍ତ କରିବେ । ଭୋଳାନାଥ ଙ୍କର ସେହି ମନ୍ତ୍ର ଟି ହେଉଛି ଓମ ନମହ ଶିବାୟ ଯାହା ଛୋଟିଆ ମନ୍ତ୍ର ଅଟେ । କିନ୍ତୁ ଏଥିରେ ବ୍ରମହା, ବିଶୁଣୁ, ମହେଶ୍ଵର ତିନି ଦେବତାଙ୍କ ଶକ୍ତି ରହିଛି । ଓମ ଶବ୍ଦ ଦ୍ଵାରା ସେହି ୩ଟି ଦେବତାଙ୍କ କୃପା ପାଇ ହେବ ।

ସକାଳୁ ଉଠିବା ପରେ ହାତ ଯୋଡି ଓମ କହିବା ଦ୍ଵାରା ଚାରି ପାଖରେ ଥିବା ଖରାପ ଶକ୍ତି ଦୂର ହେବ । ଆପଣଙ୍କ ଘରେ ଥିବା ନେଗେଟିଭ ଊର୍ଜା ଦୂର ହେବ । ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏହି ମନ୍ତ୍ର ଯାହା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ତାହାକୁ ଉଚ୍ଚାରଣ କରିବାକୁ ହେବ । ଆପଣଙ୍କ ଜୀବନରେ କେହି ଶତ୍ରୁ ରହିବେ ନାହି । କୌଣସି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବେ ନାହି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button