ରାଜ୍ୟ

ସୁନ୍ଦରଗଡ଼ ଇବ ନଦୀରେ ମାଇନିଂ ବିଭାଗର ଚଢ଼ାଉ

ସୁନ୍ଦରଗଡ଼: ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି। ତେବେ ଘଟଣାସ୍ଥଳରୁ ୩ ପୋକଲିନ ମେସିନ ଓ ଗୋଟିଏ ହାଇୱା ଜବତ କରିଛି ଖଣି ବିଭାଗ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button