ଦେଶ- ବିଦେଶ

ଶରୀରର ଏହି 4 ଟି ଅଙ୍ଗରେ ତିଳଚିହ୍ନ ଆପଣଙ୍କୁ କରିଦିଏ କୋଟିପତି, କଣ ଆପଣଙ୍କର ତ ନାହିଁ ?

ବନ୍ଧୁଗଣ ସାଧାରଣତଃ ମଣିଷ ଶରୀରରେ ପ୍ରାକୃତିକ ଦ୍ରୁଷ୍ଟିରୁ କେତେକ ଅଙ୍ଗରେ କଳାଜାଇ ରହିଥାଏ । ଏହି କଳାକାଯାଇ ମଣିଷ ଶରୀରରେ ଜନ୍ମରୁ ରହିଥାଏ ।

କେତେକ ଲୋକଙ୍କୁ କଳାଜାଇ ବହୁତ ପସନ୍ଦ ଆସିଥାଏ ଓ ଅନ୍ୟ କେତେକ ଲୋକ ମାନେ କଳାଜାଇକୁ ସାଧାରଣ ଭାବିଥାନ୍ତି । ବନ୍ଧୁଗଣ ମଣିଷ ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ରହିଥାଏ ।

ହେଲେ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି କଳାଜାଇର ଏକ ଅଲଗା ମହତ୍ଵ ରହିଛି । ମଣିଷ ଶରୀରରେ ଏପରି କିଛି ଅଙ୍ଗ ରହିଛି ଯେଉଁଠି କଳାଜାଇ ଥିଲେ ମଣିଷ ଧନବାନ ହୋଇଥାଏ ।ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯେଉଁଠି କଳାଜାଇ ଥିଲେ ମଣିଷ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମଣିଷ ମାନେ ନିଜ ଜୀବନରେ ସମସ୍ତ ସୁଖ ଓ ସମୃଦ୍ଧି ହାସଲ କରିଥାନ୍ତି । ଏହା ସହିତ ଏହି ମଣିଷ ମାନଙ୍କୁ କେବେହେଲ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିନଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଅଙ୍ଗ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଚେହେରାର ଥୋଡି । ଯେଉଁ ବ୍ୟକ୍ତି ବା ମହିଳା ମାନଙ୍କର ଚେହେରାର ଥୋଡିରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଥୋଡିରେ କଳାଜାଇ ଥିଲେ ଏହାକୁ ଏକ ଶୁଭ ସଙ୍କେତ ମାନା ଯାଇଥାଏ । ଯେଉଁ ମାନଙ୍କର ଥୋଡିରେ କଳାଜାଇ ଥାଏ ସେମାନେ ନିଜ ଜୀବନରେ ବହୁତ ସୁଖ ଭୋଗ କରିଥାନ୍ତି । ଏହା ସହିତ ଏହି ମଣିଷ ମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ବହୁତ ମଝବୁତ ଥାଏ । ଏହି ଲୋକ ମାନଙ୍କୁ କମ କଷ୍ଟରେ ଅଧିକ ଫଳ ମିଳିଥାଏ ଓ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି /

୨. ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ଦୁଇ ଆଖି ମଝିରେ ତଥା ନାକରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ଭୋଗ କରିଥାନ୍ତି । ଏମାନେ ବହୁତ ସହଜରେ ସମସ୍ତ କାର୍ଯ୍ୟକୁ କରିପାରିଥାନ୍ତି । ଏହି ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ମଧ୍ୟ ପାଇଥାନ୍ତି ।

୩. ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ହାତ ପାପୁଲିରେ କଳାଜାଇ ଥାଏ ସେମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏହି ବ୍ୟକ୍ତି ମାନଙ୍କର ମାନ ସମ୍ମାନ ବହୁତ ବଢିଥାଏ । ଏହି ବ୍ୟକ୍ତି ମାନେ ଉଭୟ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଧନଲାଭ କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ କମ କଷ୍ଟ କରି ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର କାନ୍ଧରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି ଓ ଏମାନେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଏମାନେ ନିଜ ଜୀବନରେ ସମସ୍ତ କ୍ଷେତ୍ରରେ ଧନଲାଭ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିନଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button