ଦେଶ- ବିଦେଶ

ମନ୍ତ୍ରିମଣ୍ଡଳରେ ୨୪ ରାଜ୍ୟର ପ୍ରତିନିଧିତ୍ବ – Kalinga News

[ad_1]

ନୂଆଦିଲ୍ଲୀ: ମୋଦୀ ୩.୦ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଶାଇ ୭୨ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨୪ଟି ରାଜ୍ୟର ପ୍ରତିନିଧିତ୍ବ ରହିଛି। ଏଥିସହିତ ଏନଡିଏ ସହଯୋଗୀ ଦଳର ୧୧ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ୪୩ ଜଣ ଅତିକମ୍ରେ ୩ ଥର ସାଂସଦ ହୋଇଛନ୍ତି। ସେହିଭଳି ୨୭ ଜଣ ଓବିସି ବର୍ଗରୁ, ୧୦ ଜଣ ତଫସିଲଭୁକ୍ତ ଜାତି ବର୍ଗରୁ, ୫ ଜଣ ତଫସିଲଭୁକ୍ତ ଜନଜାତି ବର୍ଗରୁ ଏବଂ ୫ ଜଣ ସଂଖ୍ୟାଲଘୁ ବର୍ଗରୁ ମନ୍ତ୍ରୀ ହୋଇଛନ୍ତି। ସାଂସଦ ନଥାଇ ଦୁଇଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button