ଦେଶ- ବିଦେଶ

IOS 18 ସହ ଆପଲ IPhoneରେ ହେଲା ବଡ ପରିବର୍ତ୍ତନ ! ଆସିଲା ଜବରଦସ୍ତ ଫିଚର୍ସ

ମୁମ୍ଵାଇ ୨୦।୦୯; ଏବେ ଭାରତରେ ଆଇଫୋନ ୧୬ ବିକ୍ରି ଆରମ୍ଭ ହୋଇଛି। ବର୍ତ୍ତମାନ ଆଇଫୋନ iOS 18 କୁ ସମର୍ଥନ କରୁଥିବା ଏକ ଡିଭାଇସ୍ ଅଛି, ଆପଣ ଲାଟେଷ୍ଟ ଆଇଫୋନ୍ ଗୁଡିକରେ ଉପଲବ୍ଧ ସମସ୍ତ ନୂତନ ସଫ୍ଟୱେର୍ ଫିଚର୍ସ ପାଇପାରିବେ। ଭଲ ଖବର ହେଉଛି iOS 18ରେ ବଡ ଅପଡେଟ୍ ଆସିଛି। ଯାହା କଷ୍ଟମ୍ ଆଇକନ୍, ଏକ ନୂତନ କଣ୍ଟ୍ରୋଲ୍ ସେଣ୍ଟର ଏବଂ ଆପ୍ ଲକ୍ ଭଳି ଅନେକ ଫିଚର୍ସ ପ୍ରଦାନ କରାଯାଇଛି।

ହେଲେ ‘AI’ ଫିଚର୍ସ ଗୁଡିକ ଏପର୍ଯ୍ୟନ୍ତ ରୋଲ ଆଉଟ୍ ହୋଇନାହିଁ। ହେଲେ ଆଇଫୋନରେ ୫ ଟି ବଡ଼ ପରିବର୍ତ୍ତନ ହୋଇଛି । ଆସନ୍ତୁ ଜାଣିବା ଏହା ବିଷୟରେ…

ହୋମ ସ୍କ୍ରିନକୁ ବ୍ୟକ୍ତିଗତ କରନ୍ତୁ

IOS 18 କୁ ଅପଡେଟ୍ କରିବା ପରେ, ଅଧିକାଂଶ ପରିବର୍ତ୍ତନ ହୋମ ସ୍କ୍ରିନରେ ଦୃଶ୍ୟମାନ ହୋଇଛି । ପ୍ରଥମ ଥର ପାଇଁ, ଆଇଫୋନ୍ ୟୁଜର୍ସମାନେ ଗୋଟିଏ ପ୍ୟାଟନ ଲକ୍ ହେବା ପରିବର୍ତ୍ତେ ଗ୍ରୀଡରେ ଯେକୌଣସି ସ୍ଥାନରେ ଆପ୍ ଆଇକନ୍ ରଖିପାରିବେ । ଆପ୍ ଆଇକନ୍ ଗୁଡିକୁ ତୁମର ଫୋନର ୱାଲପେପର ସହିତ ମେଳାଇବା ପାଇଁ, ସେଗୁଡ଼ିକୁ ଡାର୍କ ମୋଡରେ ସେଟ୍ କରିପାରିବେ । ଦିନ କିମ୍ବା ରାତି ପାଇଁ ଆଡଜଷ୍ଟ କରିବା ପାଇଁ ବି ସେଟ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button