ରାଜ୍ୟ

ବାଲେଶ୍ୱରରେ ବନ୍ୟା ବିତ୍ପାତ, ହନ୍ତସନ୍ତ ହେଉଛନ୍ତି ଲୋକେ

ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି। ହନ୍ତସନ୍ତ ହେଉଛନ୍ତି ଲୋକେ। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଦେଖନ୍ତୁ ବାଲିଆପାଳ ବ୍ଲକ୍ ତାଳୁପଦା ଗାଁର ଏ ଦୃଶ୍ୟ..

Related Articles

Leave a Reply

Your email address will not be published. Required fields are marked *

Back to top button