ରାଜ୍ୟ

ଦୀର୍ଘ 60 ବର୍ଷ ପରେ ଏହି 2 ନଭେମ୍ବର ଧନତେରସ ରେ ବନୁଛି ମହା ସଂଯୋଗ, ଜାଣନ୍ତୁ କେଉଁ ସମୟରେ ଘରକୁ ଆଣିବେ ନୂଆ ଜିନିଷ

ଦୀପାବଳି ଆମ ଜୀବନରେ ଅନେକ ଖୁଶି ନେଇ ଆସି ଥାଏ । ଏହା ଖରାପ ଉପରେ ଭଲର ବିଜଯ ଓ କ୍ଷମା ସ୍ନେହା ର ପର୍ବ ଅଟେ । ଏହି ପର୍ବ ଆଗରୁ ଧନତେରସ ପଡି ଥାଏ । ଏହା କୃଷ୍ଣ ପକ୍ଷ ତ୍ରୟୋଦଶ ତିଥିରେ ପଡିଥାଏ । ଏହା କାର୍ତ୍ତିକ ମାସରେ ପଡି ଥାଏ । ଏହାକୁ ଧନ ରାଶିର ଜୟନ୍ତୀ ମଧ୍ୟ କୁହାଯାଏ । ପ୍ରାଚୀନ ମାନ୍ୟତା ଦେଖିବା ପାଇଁ ଗଲେ କୁହା ଯାଏ କି ଯେତେବେଳେ ଦେବତା ଓ ରାକ୍ଷଶ ମାନଙ୍କ ମଧ୍ୟରେ ସାଗର ମନ୍ଥନ ହୋଇ ଥିଲା ସେତେବେଳେ ଭଗବାନ ଧନତରି ଉତପର୍ଣ୍ଣ ହୋଇ ଥିଲେ ।

ଏହା ସହ ଏହା ମଧ୍ୟ କୁହାଯାଏ କି ଭଗବାନ ଆଗମନ ସମୁଦ୍ର ରେ ଅମୃତ ସହ ହୋଇ ଥିଲା । ଏହି ପାଇଁ ଏହି ଦିନ ନୂଆ ବାସନ କିଣିବାର ପରମ୍ପରା ଅଛି ଏହା ସହ ଯେଉଁ ମାନେ ସୁନା ରୂପା କିମ୍ବା କିଛି ଅଲଗା ଜିନିଷ କିଣିବା ପାଇ ଚାହିଁ ବେ ଯେଉଁ ଭଳି କି ଅନ୍ୟ କିଛି ମୂଲ୍ଯବାନ ଧାତୁ କିମ୍ବା ଝାଡୁ ଇତ୍ୟାଦି । ଏହି ଦିନ ଲୋକମାନ ଏଶୁଭ ମୂହୁର୍ତ୍ତ ରେ କିଛି ନା କିଛି କିଣି ଥାନ୍ତି । ଏହି ବର୍ଷ ରେ ହେବା ପାଇଁ ଯାଉଥିବା ଧନ ତେରସ ରେ ମଧ୍ୟ ଲୋକମାନେ କିଛି ନା କିଛି କିଣିବେ । ମାତ୍ର 60 ବର୍ଷ ପରେ କିଛି ମହାସଂଯୋଗ ହେବା ପାଇଁ ଏହି ଦିନ । ଆଜି ଆମେ ଆପଣଙ୍କୁ ଏହି ବର୍ଷ ର ହେବା ପାଇଁ ଯାଉଥିବା ଧନତେରସ ର ମହତ୍ଵ ବିଷୟରେ କହିବା ପାଇଁ ଯାଉଅଛୁ ।

 

ଏହା ର ଶୁଭ ମୂହୁର୍ତ୍ତ କେତେବେଳେ ଅଛି ଓ ଏହା କଣ ପାଇଁ ମନା ଯାଏ ଏହି ବିଶାୟରେ ଆମେ ଆପଣଙ୍କୁ କହିବା କୁ ଯାଉଛୁ ଆଜି । ଏହା 2 ତାରିଖ ନଭେମ୍ବର ମାସରେ ପଡି ଥାଏ । ଏହା ସହ ଏହାର ଶୁଭ ମୂହୁର୍ତ୍ତ ଆରମ୍ଭ ହେବା ପାଇଁ ଯାଉଛି ସକାଳ 6.17 ମିନିଟ ରେ ଏହା ସାରିବା ରାତି 8.11 ମିନିଟ ରେ । ପ୍ରଦୂଷ କାଳର ଶୁଭ ମୂହୁର୍ତ୍ତ ଅଛି ସକାଳ 5.35 ମିନିଟ ରେ ଓ ଏହା ସେଶ ହେବ ରାତିର 8.11 ମିନିଟ ରେ । ବୃଷଭ କାଳ ପୂଜା ପାଇଁ ସକାଳ 6.17 ମିନିଟ ରୁ ରାତି 8.11 ମିନିଟ ଯାଏ ସମୟ ଅଛି । ତ୍ରୟୋଦଶୀ ତିଥି ଆରମ୍ଭ ହେବା ପାଇଁ ଯାଉଛି ସକାଳ 11.31 ମିନିଟ ରେ ।

ଏହା ଶେଷ ହେବା ପାଇଁ ଯାଉଛି 3 ନଭେମ୍ବର ସକାଳ 9.2 ମିନିଟ ରେ ଜ୍ଯୋତିଷ ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ବର୍ଷ ଏହା କୁ ଆମେ 2 ନଭେମ୍ବର ରେ କରିବା ପାଇଁ ଯାଉଛୁ । ଏହା ସହ ଏହି ଦିନ ଧନତେରସ ଅବସରରେ ବହୁତ ଭଲ ଯୋଗ ହେବା ପାଇଁ ଯାଉଛି ଏହା ହେଉଛି ତ୍ରିପୁଷ୍କର ଯୋଗ ଓ ଅମୃତ ଯୋଗ । ଏହି ସମୟରେ ଆପଣ କିଣିବା ଶୁଭ ହୋଇ ଥାଏ । ଏହି ସମୟରେ ଦୀପାବଳି ଆଗରୁ କିଣିବା ଆଗରୁ ଗୁରୁ ପୁଷ୍ପ ନକ୍ଷତ୍ର, ଶନି- ଗୁରୁ ର ମିଲନ ରେ ଆସିବା ପାଇଁ ଯାଉଛି । ଏହା 60 ବର୍ଷ ପରେ ଆସୁଛି ଏକ ଦୁର୍ଲଭ ଯୋଗ ଅଟେ ଏହା । ଆପଣ ଏହି ସମୟରେ ଯାହା କିଛି ଭି କିଣିବା ପାଇଁ ଜାହୁନ ଛନ୍ତି କିଣି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button