ଦେଶ- ବିଦେଶ

ଛତୁ କେଜି ୪ ହଜାର ଟଙ୍କା !

ଛତୁ ଦାମ କିଲୋ ପ୍ରତି ବଜାରରେ ୪ ହଜାର ଟଙ୍କା । ଏହି ଛତୁରୁ ତିଆରି କ୍ୟାପସୁଲ ଖାଇଲେ ଦେହରୁ ବିଷକ୍ରିୟା ହଟିଯାଇଥାଏ। ଚୀନ ଓ ଜାପାନ ଭଳି ଦେଶରେ ଏହାର ବ୍ୟବହାର ଅଧିକ ହୋଇଥାଏ। ଓୟୁଏଟିରେ ବିକଶିତ ହୋଇଥିବା ଏଭଳି ଏକ `ଗାନୋଡର୍ମା’ ଛତୁକୁ ଏବେ ବ୍ୟବସାୟିକ ଭାବେ ଉତ୍ପାଦନ କରିବା ପାଇଁ ରାସ୍ତା ଖୋଲିଛି। ଏ ନେଇ ଗବେଷଣା କରିଥିବା ମୁଖ୍ୟ ବୈଜ୍ଞାନିକ ଡ.ବିକ୍ରମ କେଶରୀ ପାଣିଙ୍କ ସହ ଆଲୋଚନା..

Related Articles

Leave a Reply

Your email address will not be published. Required fields are marked *

Back to top button