ଦେଶ- ବିଦେଶ

ଏହି 3 ଟି ଜିନିଷକୁ ଭିଜେଇ ଖାଇନିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ହେବନାହିଁ ।

ନମସ୍କାର ବନ୍ଧୁଗଣ ତେବେ ଆଜିର ଜୀଵନରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତା’ଛଡା ତାଙ୍କ ଗୋଡ ହାତ ବି-ନ୍ଧା ମଧ୍ୟ ହେଉଛି । କିନ୍ତୁ ଯଦି ଏହି ବି-ନ୍ଧା ବି-ନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ। କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁ-ର୍ବ-ଳ ହୋଇପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇନଥାଏ।

ବନ୍ଧୁଗଣ ମନୁଷ୍ୟ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେ-ମା-ର ପାଇଁ ସମୟ ବାହାର କରିଥାଏ। ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ। କିନ୍ତୁ ଏହା ନୁହେଁ । ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ, ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ନେଇ ପାରିବେ। ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ। କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ। ନଚେତ କେବଳ ଔଷଧରେ ହିଁ ଆପଣଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ।

ଦ୍ଵିତୀୟ ରେ ହେଉଛି ଧଳା ରାଶି। ଏକ ଚାମଚ ଧଳା ରାଶି କୁ ପାଣିରେ ଭିଜେଇ ରଖନ୍ତୁ। ତେବେ ଏହି ଧଳା ରାଶି ରେ ଭିଟାମିନ, କ୍ୟାଲସିୟମ, ଆଇରନ ଆଦି ପଦାର୍ଥ ରହିଥାଏ। ଯାହା ଆମ ହାଡ଼ କୁ ମଜଭୁତ କରିବାରେ ସାହାର୍ଯ୍ୟ କରିଥାଏ। ଏହି ଭିଜା ଧଳା ରାଶି କୁ ସକାଳେ ମିଶ୍ରି ସହ ମିଶାଇ ଖାଇଦେବେ।

ତୃତୀୟ ରେ ହେଉଛି ଆଲମଣ୍ଡ। ଆପଣ ଚାରି ରୁ ପାଞ୍ଚ ଟି ଆଲମଣ୍ଡ କୁ ରାତିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ ଏହାର ଚୋପା କୁ ଛଡେଇ ସେଵନ କରନ୍ତୁ। ତେବେ ଏହି ଆଲମଣ୍ଡ ରେ କ୍ୟାଲସିୟମ, ଆଇରନ ଏବଂ ଅନେକ ପୁଷ୍ଟିକ ତତ୍ତ୍ୱ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button