ଦେଶ- ବିଦେଶ

୭ ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁଗଣ୍ଠି ବିନ୍ଧା, ମୋଟାପଣ, ଡାଇବେଟିସ, କୋଲେଷ୍ଟ୍ରୋଲ, ପଥରୀ କେବେ ବି ହେବ ନାହିଁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଆଣ୍ଠୁ ଗଣ୍ଠି ଏକ ଏପରି ସମସ୍ଯା ଯାହା ପ୍ରାୟତଃ ସବୁ ସ୍ଥାନ ରେ ଦେଖିବାକୁ ମିଳୁଛି । କିଛି ଲୋକ ଙ୍କର ବୟସ ଅନୁସାରେ ଏହି ସମସ୍ଯା ଦେଖା ଦେବା ସମୟ ରେ ଔ କିଛି ଲୋକ ଙ୍କ ଶରୀରରେ କୟାଲସିୟମ ର ଅଭାବ ରୁ ମଧ୍ୟ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳିଛି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରୁ ମୁକ୍ତି ପାଇ ପାରିବେ ।

ଏହା ବ୍ଯତୀତ ଆପଣ ଏହି ଉପଚାର ର ସାହାର୍ଯ୍ୟ ରେ ନିଜର ଡାଇବେଟିସ ତଥା କୋଲୋଷ୍ଟ୍ରୋଲ କୁ ମଧ୍ୟ ନିୟନ୍ତ୍ରଣ କରି ପାରିବେ । ଆସନ୍ତୁ ବନ୍ଧୁଗଣ ସଂପୂର୍ଣ୍ଣ ରୂପରେ ଏହି ରେମିଡି ବା ଉପଚାର ଟିକୁ ପ୍ରସ୍ତୁତ କରିବା ବିଷୟରେ ଜାଣି ନେବା ।

ବନ୍ଧୁଗଣ ଆଜିର ଏହି ରେମିଡି ଟିକୁ ପ୍ରସ୍ତୁତ କରିବା ଆପଣ ଙ୍କୁ ନ ଅଧିକ ଶ୍ରମ ର ଆବଶ୍ୟକ ଓ ନା ହିଁ ଅଧିକ ଖର୍ଚ୍ଚ ର ଆବଶ୍ୟକ । ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ଯକ ପଡିବ କିଛି ଅଳସୀ ର, ବନ୍ଧୁଗଣ ଏହି ଅଳସୀ ଏକ ଏପରି ସାମଗ୍ରୀ ଅଟେ ଯେଉଁଥିରେ କି କ୍ୟାଲସିୟମ ପ୍ରଚୁର ପରିମାଣ ରେ ଭରି ହୋଇ ରହିଥାଏ ।

ତାହାଛଡା ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ଖୁବ ଅଧିକ ଶକ୍ତିଶାଳୀ କରି ଦେଇଥାଏ । ଅଳସି ଶରୀର ରେ ଠିଆବ ଗଣ୍ଠି ଜନିତ ସମସ୍ତ ସମସ୍ଯା କୁ ମଧ୍ୟ ଦୂର କରି ଦେଇଥାଏ । ବନ୍ଧୁଗଣ ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନ ରେ 3 ରୁ 4 ଚାମଚ ଅଳସୀ ଦାନା କୁ ନେଇ କିଛି ସମୟ ପାଇଁ ଏହାକୁ ଭାଜି ନିଅନ୍ତୁ ।

ଏହା ପରେ ଏହା ଅଳ୍ପ ଥଣ୍ଡା ଥିବା ସମୟରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଏହାର ପାଉଡର ପ୍ରସ୍ତୁତ ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ରୂପରେ ଆପଣ ଙ୍କୁ ଆବଶ୍ୟକ ପଦ୍ବ ସୁଣ୍ଠି ପାଉଡର ର, ଆପଣ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଏକ ଚା ଚାମଚ ଅନୁସାରେ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ ।

ଚତୁର୍ଥ ସାମଗ୍ରୀ ରୂପରେ ଆପଣ ଏଥିରେ ଅଧ ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀ କୁ ଭଲ ବହବରେ ମିଶାଇ ଦିଅନ୍ତୁ । କହି ରଖୁଛୁ ଏଥିରେ ମିଶା ଯାଇଥିବା ସମସ୍ତ ସାମଗ୍ରୀ ଗୁଡିକ ଶରୀର ରେ ଥିବା ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରୁ ଆରମ୍ଭ କରି କୋଲୋଷ୍ଟ୍ରୋଲ ଭଳି ସମସ୍ଯା କୁ ମଧ୍ୟ ଦୂର କରିବା ପାଇଁ ଖୁବ ଭଲ ହୋଇଥାଏ ।

ଏହି ସର୍ବ ମିଶ୍ରିତ ଗୁଣ୍ଡ ରୁ ଏକ ଚାମଚ ନେଇ ଆପଣ ତାହାକୁ ଏକ ଗ୍ଳାସ ଉଷୁମ କ୍ଷୀର ସହ ବା ଆଲ୍ମଣ୍ଡ ମିଲ୍କ ଅଥବା  କୋକୋନଟ ମିଲ୍କ ସହ ମିଶାଇ ପିଇ ପାରିବେ । କିନ୍ତୁ ମନେ ରଖିବେ ଏହି ପରି ଯଦି ଆପଣ ନିୟମିତ 20 ରୁ 25 ଦିନ ଧରି ରାତିରେ ଶୋଇବା ସମୟରେ ପିଅନ୍ତି, ତେବେ ଆପଣ ଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ସମସ୍ଯା ମୂଳ ରୁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଉପଚାର ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button