ଦେଶ- ବିଦେଶ

ସରକାରଙ୍କ ବଡ଼ ନିଷ୍ପତି ଆଧାର କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଶୀଘ୍ର କରିଦିଅନ୍ତୁ ଏହି କାମ ନଚେତ ବନ୍ଦ ହୋଇଯିବ ଆଧାର

ନମସ୍କାର ଦର୍ଶକବନ୍ଧୁ ଆଧାର କାର୍ଡ ଧାରୀଙ୍କ ପାଇଁ ଆସିଲା ବଡ଼ ଜରୁରୀ ଖବର ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ଯଦି ଆପଣଙ୍କର ଆଧାର କାର୍ଡ ଅଛି ତେବେ ଆପଣ ଆଧାର ସମ୍ବଦିୟ ନୂଆ ନିୟମ ଆପଣ ମଧ୍ୟ ଜାଣି ରଖିବା ଜରୁରୀ |ନଚେତ ଆପଣ ମଧ୍ୟ ଅସୁବିଧାର ସମୁଖିନ୍ନ ହୋଇ ପାରନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକମେଣ୍ଟ ଭାବରେ ବିବେଚନା ହେଉଥିବା ଆଧାର କାର୍ଡର ସମୟ ସୀମା ଅପଡେଟ କରାଯାଇଛି |ଏନେଇ ଭାରତୀୟ ସ୍ୱତନ୍ତ୍ର ପ୍ରାଧିକରଣ ଅର୍ଥାତ UIDAI ପକ୍ଷରୁ ସୂଚନା ପ୍ରକାଶ ପାଇଛି |

ଯେଉଁ ନାଗରିକ ମାନଙ୍କ ଆଧାର କାର୍ଡ 10 ବର୍ଷରୁ ଅଧିକ ହୋଇଯାଇଛି ସେମାନେ ନିଷ୍କଳ ଆଧାର ପାଇଁ UIDIA ସୁବିଧା ପ୍ରଦାନ କରୁଛି ପୂର୍ବରୁ ଏହି ସମୟ ସୀମା ମାର୍ଚ୍ଚରେ ଶେଷ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ସମୟ ସୀମା ବୃଦ୍ଧି କରାଯାଇଛି ଯାହାକି ଜୁନ 14 ସୁଦ୍ଧା ଅନଲାଇନରେ ଅପଡେଟ କଲେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ |

ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ କଲେ ନିର୍ଧାରିତ ଦେୟ ଦେବାକୁ ପଡ଼ିପାରେ |ସୂଚନା ଥାଉ କି ନାଗରିକ ମାନଙ୍କୁ ଆଧାର ଅପଡେଟ କରିବାକୁ ଉତ୍ସାହିତ କରିବାକୁ UIDAI 2023 ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲା |ଏହା ସତ୍ୱେ ଅନେକ ଲୋକ ସୂଚନା ଅପଡେଟ କରି ପାରିନଥିବାରୁ ଏହି ସମୟ ସୀମା ମାର୍ଚ୍ଚ 14 ରେ ବୃଦ୍ଧି କରା ଯାଇଥିଲା |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button