ଦେଶ- ବିଦେଶ

ପ୍ରତ୍ୟେକ ପତ୍ନୀ ଏହି ୫ଟି କଥା ନିଜ ସ୍ୱାମୀଙ୍କୁ ଲୁଚାନ୍ତି : ଏ ରହସ୍ୟ ଆପଣ ବି ଜାଣି ନଥିବେ…

ସ୍ୱାମୀ-ସ୍ତ୍ରୀ ସଂପର୍କରେ ବିଶ୍ୱାସ ଏବଂ ପ୍ରେମ ରହିବା ଜରୁରୀ । କିନ୍ତୁ ଏହାକୁ ଗ୍ରହଣ କରିବାରେ ବି କେଉଁଠାରେ କିଛି ଭୁଲ୍ ନାହିଁ ଯେ ଆମ ଜୀବନରେ କିଛି କଥା ଅଛି ଯାହାକୁ ଆମେ କାହା ସହିତ ବାଣ୍ଟିବାକୁ ଚାହୁଁନା । ଏମିତିକି ନିଜ ଜୀବନସାଥୀଙ୍କ ସହିତ ମଧ୍ୟ ନୁହେଁ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହା ସମାନ ଭାବରେ ପ୍ରଯୁଜ୍ୟ ଅଟେ ।

ଏପରି ପରିସ୍ଥିତିରେ, ସମ୍ପର୍କରେ ପ୍ରେମ ବଜାୟ ରଖିବା ପାଇଁ କିଛି କଥା ଲୁଚାଇବା ଭୁଲ୍ ବି ନୁହେଁ । ତେବେ ଆଜି ଆପଣଙ୍କୁ ଆମେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ଅଧିକାଂଶ ମହିଳା ତାଙ୍କ ନିଜ ସ୍ୱାମୀଙ୍କୁ ମଧ୍ୟ କୁହନ୍ତି ନାହିଁ ।

୧ – କୁହାଯାଏ ଯେ ଇଚ୍ଛା କରି ବି ପ୍ରଥମ ପ୍ରେମକୁ ଭୁଲିବା ସମ୍ଭବ ନୁହେଁ । ଏମିତି ଅନେକ କାହାଣୀ ଅଛି ଯେଉଁଥିରେ ମହିଳାମାନେ ସେମାନଙ୍କ ବିବାହ ପରେ ତାଙ୍କର ପୂର୍ବ ପ୍ରେମିକ ଅଥବା ସମ୍ପର୍କ ସ୍ଵାମୀ ସହିତ ବାଣ୍ଟନ୍ତି ନାହିଁ । ମାତ୍ର ପ୍ରଥମ ପ୍ରେମ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ସ୍ୱାମୀଙ୍କ ସାମ୍ନାରେ ସବୁବେଳେ ରଖିଥାଆନ୍ତି ଯଦିଓ ସେ ତାଙ୍କର ପ୍ରଥମ ପ୍ରେମକୁ ଭୁଲିପାରନ୍ତି ନାହିଁ ।

୨ – ସେହି ବିଶେଷ ମୁହୂର୍ତ୍ତରେ, ମହିଳାମାନେ ନିଜ ସ୍ୱାମୀଙ୍କୁ କିପରି ଅନୁଭବ କରନ୍ତି ତାହା କୁହନ୍ତି ନାହିଁ ଏବଂ ଯାହା କୁହନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।

୩ – ପ୍ରତ୍ୟେକ ମହିଳା ନିଜ ପାଇଁ କିଛି ସଞ୍ଚୟ କରନ୍ତି ଏବଂ ଘର କାମରୁ କିଛି ଟଙ୍କା ବଞ୍ଚେଇ ଏହାକୁ ସଞ୍ଚୟ କରିଥାନ୍ତି । ହେଲେ ଏକଥା ସେମାନେ ତାଙ୍କ ସ୍ୱାମୀଙ୍କଠାରୁ ଲୁଚାନ୍ତି । କିନ୍ତୁ ଆବଶ୍ୟକ ହେଲେ ସେ ସେହି ସଞ୍ଚିତ ଟଙ୍କା ଦେବାକୁ ପଛଘୁଞ୍ଚା ଦେବେ ନାହିଁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

୪ – ଯଦି କୌଣସି ମହିଳାଙ୍କର ଶାରୀରିକ ସମସ୍ୟା ଥାଏ, ବେଳେବେଳେ ମହିଳାମାନେ ନିଜ ସ୍ୱାମୀଙ୍କୁ ଏନେଇ କିଛି କୁହନ୍ତି ନାହିଁ । କାରଣ ତାଙ୍କୁ ଲାଗେ ନିଜ ଅସୁସ୍ଥତା କହି ଅଯଥାରେ ସ୍ଵାମୀଙ୍କୁ କାହିଁକି ଚିନ୍ତା ଦେବେ କିମ୍ବା ବ୍ୟସ୍ତ କରିବେ । ସାଧରଣତଃ ଋତୁସ୍ରାବ ସମୟରେ ଦେଖାଯାଉଥିବା ସମସ୍ୟା ଆଦି ।

୫ – ଜଣେ ସ୍ୱାମୀ ତାଙ୍କ ସ୍ଵତନ୍ତ୍ର ମୁହୂର୍ତ୍ତ କିମ୍ବା ସମ୍ପର୍କ ବିଷୟରେ କିମ୍ବା ତାଙ୍କ ବିଶେଷ ମୁହୂର୍ତ୍ତରେ ସେ କିପରି ଅନୁଭବ କରନ୍ତି ସେ ବିଷୟ ନେଇ ପତ୍ନୀଙ୍କ ସହିତ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିପାରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button