ରାଜ୍ୟ

ବାଣୀ ବିହାର ଫ୍ଳାଏ ଓଭର୍‌ବ୍ରିଜ୍ ଉପରୁ ଡେଇଁଲେ ଯୁବତୀ; ଗୁୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର,୦୭/୦୯:ବାଣୀ ବିହାର ଫ୍ଳାଏ ଓଭରବ୍ରିଜ ଉପରୁ ଜଣେ ତଳକୁ ଡେଇଁଲେ ଯୁବତୀ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ତନାଘନା କରୁଥିବା ବେଳେ କେଉଁ କାରଣରୁ ଯୁବତୀଜଣକ ବ୍ରିଜ୍ ଉପରୁ ଡେଇଁଲେ ତାହାର ସତ୍ୟତା ଜାଣିବାକୁ ଅଧିକ ତଦନ୍ତ ଚଳାଇଛି।

ତେବେ ଯୁବତୀ ଜଣକ ବାଲେଶ୍ବରର ବିଘ୍ନେସିନୀ ତିଆଡ଼ି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button