ଦେଶ- ବିଦେଶ

ଜୀବନକୁ ସ୍ଵର୍ଗ ପରି ସୁନ୍ଦର ବନେଇ ଦିଅନ୍ତି ଏହି 5 ଟି ନାମର ଝିଅ

ବିବାହ ଏହି ଜୀବନ ର ସବୁ ଠାରୁ ମଧୁର ଓ ମହତ୍ଵ ପୂର୍ଣ୍ଣ ସମ୍ପର୍କ ହୋଇଥାଏ । କାରଣ ଜୀବନ ରେ ଉଭୟ ସ୍ଵାମୀ ସ୍ତ୍ରୀ ହିଁ ପରସ୍ପର ସହ ଶେଷ ସମୟ ପର୍ଯ୍ୟନ୍ତ ପରସ୍ପର ର ସୁଖ ଦୁଃଖା ରେ ଛିଡା ହୋଇ ରହିଥାନ୍ତି । ତେଣୁ ଏହି ଦୁନିଆ ରେ ବିବାହ କୁ ଏକ ପବିତ୍ର ସମ୍ପର୍କ ବୋଲି ମଧ୍ୟ କୁହାଯାଇଥାଏ । ଏବଂ କୁହାଯାଇଥାଏ କି ଏକ ଉଚିତ ଜୀବନ ସାଥି ଜୀବନ କୁ ସ୍ଵର୍ଗ କରି ଦେଇଥାଏ । ଏଥିପାଇଁ ପ୍ରାୟତଃ ସମସ୍ତେ ଜ୍ଯୋତିଷ ଶାସ୍ତ୍ର ର ସହାୟତା ନେଇଥାନ୍ତି, କିନ୍ତୁ ଏହା ଉଚିତ ମଧ୍ୟ ।

 

କାରଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଉଚିତ ନାମ ଓ ଉଚିତ ରାଶିର ଯଦି ଆପଣ ଜୀବନ ସାଥି ଚୟନ କରିଥାନ୍ତି, ତେବେ ଆପଣ ଏକ ସୁଖୀ ଜୀବନ ଅତିବାହିତ କରିଥାନ୍ତି ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ପାଞ୍ଚଟି ନାମ ଯେଉଁ ନାମ ର ଝିଅ ମାନଙ୍କ ସହ ଯଦି କାହାର ବିବାହ ହୋଇଥାଏ, ତେବେ ସେହି ବ୍ୟକ୍ତି ଟିର ଜୀବନ ସ୍ଵର୍ଗ ପରି ସୁନ୍ଦରମୟ ହୋଇ ଯାଇଥାଏ ।

ଟି ହେଲା A ନାମ ର ଝିଅ । ବନ୍ଧୁଗଣ ଏହି ନାମ ର ଝିଅ ମାନେ ଅନ୍ୟ ଝିଅ ମାନଙ୍କ ଅପେକ୍ଷା ଅଧିକ ଭଲ ହୋଇଥାନ୍ତି । ଏହି ଝିଅ ମାନେ ଯେଉଁ ଘର କୁ ବିବାହ କରି ଯାଇଥାନ୍ତି ସେହି ଘରକୁ ସୁଖ ଶାନ୍ତି ରେ ଭରି ଦେଇଥାନ୍ତି ।

 

ଏହି ଝିଅ ମାନଙ୍କର ବିଶ୍ବାସ ସହଜ ରେ ଜିତି ହୋଇ ନଥାଏ କିନ୍ତୁ ଏହି ନାମର ଝିଅ ମାନେ ଖୁବ ଶୀଘ୍ର ହିଁ ସମସ୍ତ ଙ୍କର ବିଶ୍ବାସ ଜିତି ନେଇଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣଙ୍କର ଜୀବନରେ ଏହି ନାମ ର କୌଣସି ଝିଅ ଅଛନ୍ତି, ତେବେ ବିଳମ୍ବ ନ କରି ଶୀଘ୍ର ହିଁ ତାଙ୍କୁ ନିଜର ଜୀବନ ସାଥି ରୂପେ ଗ୍ରହଣ କରି ନିଅନ୍ତୁ । ଦ୍ଵିତୀୟ ଅକ୍ଷର ଟି ହେଉଛି M । ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ M ଅକ୍ଷର ରେ ସୃଷ୍ଟି ହୋଇଥାଏ, ସେମାନେ ବିବାହ ପରେ ନିଜ ଶ୍ବଶୁରାଳୟ ର ବାତାବରଣ କୁ ସବୁବେଳେ ହସ ଖୁସିମୟ କରି ରଖିଥାନ୍ତି ।

ତାହାଛଡା ଏହି ନାମର ଝିଅ ମାନେ ଖୁବ ମଜବୁତ ହୋଇଥାନ୍ତି । ଏହି ଝିଅ ମାନେ କେବେ କାହାକୁ ଧୋକା ଦେଇ ନଥାନ୍ତି ଓ ଏମାନେ ସବୁବେଳେ ସତ କହିବାକୁ ପସନ୍ଦ କରିଥାନ୍ତି । ଯଦି ଏହି ନାମର ଝିଅ କେହି କୌଣସି ବ୍ୟକ୍ତିର ଜୀବନକୁ ଆସି ଯାଆନ୍ତି, ତେବେ ସେହି ଝିଅ ମାନେ ସେହି ବ୍ୟକ୍ତିର ଜୀବନ କୁ ସ୍ଵର୍ଗ କରି ଦେଇଥାନ୍ତି ।  ତୃତୀୟ ଅକ୍ଷର ଟି ହେଉଛି N ।

 

ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଘରେ ଏହି ଝିଅ ମାନଙ୍କର ଗୋଡ ପଡିଥାଏ, ସେହି ଘରକୁ ଏହି ଝିଅ ମାନେ ସ୍ଵର୍ଗ କରି ଦେଇଥାନ୍ତି । ଚତୁର୍ଥ ଅକ୍ଷର ଟି ହେଉଛି P । ଏହି ନାମ ର ଝିଅ ମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ଵଭାବ ର ହୋଇଥାନ୍ତି । ଯେଉଁ ମାନଙ୍କର ଜୀବନରେ ଏହି ନାମ ର ଝିଅ ମାନେ ଆସିଥାନ୍ତି, ସେହି ମାନଙ୍କର ଜୀବନ ସ୍ଵର୍ଗ ଭଳି ସୌନ୍ଦର୍ଜ୍ୟମୟ ହୋଇଯାଇଥାଏ ।

ପଞ୍ଚମ ଅକ୍ଷର ଟି ହେଉଛି V । ବନ୍ଧୁଗଣ ଏହି ନାମ ର ଝିଅ ମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମ ର ଝିଅ ମାନେ ଅନ୍ୟ କୁ ଖୁସିରେ କିପରି ରଖାଯିବ ? ତାହା ଭଲ ଭାବରେ ଜାଣିଥାନ୍ତି । ତାହାଛଡା ଏହି ନାମ ର ଝିଅ ମାନେ ନିଜ ସାଥି ଓ ନିଜ ପରିବାର ଲୋକଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button