ଦେଶ- ବିଦେଶ

ଯଦି ଏହି ଦିନ ଦେଖି ନିଅନ୍ତି କୌଣସି କିନ୍ନର ତ ନିଶ୍ଚୟ କରନ୍ତୁ ଏହି 1 କାମ, ଆଉ ତା’ପରେ ଏଖନ୍ତୁ ଚମତ୍କାର…

ଆଜି ଆମେ ଆପଣ ମାନକ ପାଇଁ ନେଇ ଆସିଛୁ, ଏପରି ବିଷୟ ଯାହା ଜାଣି ଆପଣ ଯଦି ଏହି ଉପାୟ ଟିକୁ କରନ୍ତି ତେବେ ଆପଣ ଙ୍କର ଭାଗ୍ୟ ହଟାତ ଚମକି ଉଠିବ । ବନ୍ଧୁଗଣ କିନ୍ନର ସମାଜ କୁ ସମାଜରେ ତୃତୀୟ ବର୍ଗ ବୋଲି କୁହାଯାଇଥାଏ । ବନ୍ଧୁଗଣ ଯେବେଠାରୁ ଏ ଜୀବ ଜଗତ ସୃଷ୍ଟି ହୋଇଛି ସେହିଦିନ ଠାରୁ ଏହି ସୃଷ୍ଟିରେ କିନ୍ନର ମାନେ ରହି ଅଛନ୍ତି । ବନ୍ଧୁଗଣ ଏହାର ଉଲ୍ଲେଖ ପୌରାଣିକ କଥା ମାନଙ୍କରେ ମଧ୍ୟ ରହିଅଛି ।

 

ଶିବ ପୁରାଣରେ ବର୍ଣ୍ଣନା ହୋଇଛି ଯେ ସୃଷ୍ଟିର ଆରମ୍ଭରେ ବ୍ରହ୍ମା ଦେବ ନିଜ ଯୋଗ ଦ୍ଵାରା ସୃଷ୍ଟିର ସୃଜନ କରୁଥିଲେ । ଯୋଗ ଦ୍ଵାରା ମଣିଷ ଓ ଜୀବ ମାନଙ୍କର ଉତ୍ପତି କରିବା ପାଇଁ ଅଧିକ ସମୟ ଲାଗୁଥିଲା । ଏହି ସମୟରେ ବ୍ରହ୍ମା ଦେବ ଭଗବାନ ଶିବ ଶଙ୍କର ଙ୍କୁ ଏହି ସୃଷ୍ଟି ରଚଜ୍ନା କରିବାରେ ତାଙ୍କର ସହାୟତା ମାଗିଲେ ।

ଏହି ସମୟରେ ଭଗବାନ ଶିବ ନିଜ ଶରୀର ର ଅଧା ଅଙ୍ଗ ରୁ ଏକ ସ୍ତ୍ରୀ ର ଉତ୍ପନ୍ନ କାଲେ । ଏବଂ ଭଗବାନ ଶିବ ଆର୍ଧନାରୀଶ୍ଵର ରୂପରେ ପ୍ରକଟ ହେଲେ ଭଗବାନ ଶିବ ଅର୍ଦ୍ଧନାରୀଶ୍ଵର ରୂପରେ ନା ପୂର୍ଣ୍ଣ ରୂପରେ ପୁରୁଷ ଥିଲେ ଓ ନା ହିଁ ସ୍ତ୍ରୀ । ସେହି ଦିନ ଠାରୁ ହିଁ ସୃଷ୍ଟିରେ କିନ୍ନର ମାନଙ୍କର ମଧ୍ୟ ପରିଚାଳିତ ହେଲା । ତେଣୁ କୁହାଯାଏ କି ଭଗବାନ ଶିବ ସ୍ଵୟଂ ନିଜେ କିନ୍ନର ମାନଙ୍କୁ ଏହି ସୃଷ୍ଟିରେ ଆଣିଥିଲେ ।

 

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ କୁ ନପୁଂସକ ବୋଲି କୁହାଯାଇଥାଏ । ତେଣୁ ବୁଧ ଗ୍ରହ ସହ କିନ୍ନର ମାନଙ୍କର ସମ୍ବନ୍ଧ ରହିଥାଏ ବୋଲି କୁହାଯାଏ । ବୁଧ ବାର ଟି ବୁଧ ଗ୍ରହ କୁ ସମର୍ପିତ ବୋଲି କୁହାଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବନ୍ଧୁଗଣ ଯଦି ବୁଧବାର ଦିନ ଆପଣ କୌଣସି କିନ୍ନର ଙ୍କୁ ଦେଖନ୍ତି ତେବେ ସେମାନଙ୍କୁ କିଛି ଭଲ ମନ୍ଦ ନ କହି ଏହି ଦିନ ସେମାନଙ୍କୁ କିଛି ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ନଚେତ ନିଜ ସକ୍ଷମତା ଅନୁସାରେ କିନ୍ନର ମାନନକୁ କିଛି ଧନ ରାଶି ମଧ୍ୟ ଦାନ ନିଶ୍ଚୟ କରନ୍ତୁ ।

 

ବନ୍ଧୁଗଣ ଯଦି କୌଣସି କିନ୍ନର ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଙ୍କୁ ଆଶୀର୍ବାଦ ରୂପେ ଯଦି ଏକ ଟଙ୍କା ଟିଏ ମଧ୍ୟ ଦେଇ ଦିଏ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଟଙ୍କା ଟିକୁ ଯଦି ଆପଣ ନେଇ ଏହାକୁ ଏକ ନାଲି ରଙ୍ଗର କପଡାରେ ଗୋଡାଇ ନିଜ ଟଙ୍କା ରଖିବା ସ୍ଥାନରେ ରଖନ୍ତି, ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ କିନ୍ନର ଙ୍କର ଆଶୀର୍ବାଦ ଅତ୍ୟନ୍ତ ଶୁଭ ହୋଇଥାଏ । ସେମାନଙ୍କର ଦର୍ଶନ ମଧ୍ୟ ଯଦି କୌଣସି ସ୍ଥାନକୁ ଯିବା ସମୟରେ ହୋଇଯାଏ, ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button