ରାଜ୍ୟ

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଧାନ ଏବଂ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ

ରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ୨୭ ଟିକିଆ ହାତୀପଲ ଗୋଠଛଡ଼ା ହୋଇ ବୁଲୁଛନ୍ତି । ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି। ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି।ହାତୀପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ନାକେଦମ୍, ଅଞ୍ଚଳବାସୀ ଆତଙ୍କିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button